କରୋନା କବଜାରେ ଉପବାଚସ୍ପତି ଓ ମନ୍ତ୍ରୀ

ଭୁବନେଶ୍ୱର,୨୮ ।୯(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକମାନଙ୍କର କରୋନା ଟେଷ୍ଟ କରାଯାଉଛି । ଗତକାଲି ୨ ବିଧାୟକ,ସାମ୍ବାଦିକ ଓ ବିଧାନସଭା କର୍ମଚାରୀଙ୍କୁ ମିଶାଇ ୧୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଉପବାଚସ୍ପତି ରଜନୀକାନ୍ତ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ସହ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଚିହ୍ନଟ ହୋଇଛନ୍ତି । The post କରୋନା କବଜାରେ ଉପବାଚସ୍ପତି ଓ ମନ୍ତ୍ରୀ appeared first on Odisha Bhaskar.