ରାଜ୍ୟରେ ଆଜି ପୁଣି ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫ରେ ପହଞ୍ଚିଲା

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ଆଉ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Regret to inform of the demise of nine Covid positive patients while under treatment in hospitals. 1. A 42 year old Male of Ganjam district who […]

ରାଜ୍ୟରେ ଆଜି ପୁଣି ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫ରେ ପହଞ୍ଚିଲା
ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ଆଉ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Regret to inform of the demise of nine Covid positive patients while under treatment in hospitals. 1. A 42 year old Male of Ganjam district who was also suffering from Diabetes & Acute Kidney Injury. — H & FW Dept Odisha (@HFWOdisha) August 5, 2020 ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଗଜପତିରୁ, କେନ୍ଦୁଝର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।   2. A 55 year old male of Sundergarh district who was also suffering from Diabetes. 3. A 52 year old female of Ganjam district. 4. A 59 year old male of Ganjam district. 5. A 27 year old male of Gajapati district. — H & FW Dept Odisha (@HFWOdisha) August 5, 2020 ଗଞ୍ଜାମରୁ ମୃତ୍ୟୁ ଘଟିଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କର କରୋନା ସଂକ୍ରମଣ ପୂର୍ବରୁ ଅଲଗା ରୋଗ ଥିଲା। ଗଞ୍ଜାମର ୪୨ ବର୍ଷିଅ ବ୍ୟକ୍ତିଙ୍କର  ପୂର୍ବରୁ ମଧୁମେହ ଥିବା ବେଳେ ୫୩ ବର୍ଷିଅ ବ୍ୟକ୍ତିଙ୍କର ହାଇପରଟେନ୍‌ସନ ଥିଲା ଓ ୬୩ ବର୍ଷିଅ ବ୍ୟକ୍ତିଙ୍କର ମଧୁମେହ ସହ କିଡ୍‌ନି ରୋଗ ମଧ୍ୟ ଥିଲା। ସେହିପରି ୫୫ ବର୍ଷ ବୟସ୍କ ସୁନ୍ଦରଗଡ଼ର ବ୍ୟକ୍ତି ଓ କେନ୍ଦୁଝରର ୨୧ ବର୍ଷିଅ ଯୁବକଙ୍କର  ପୂର୍ବରୁ ମଧୁମେହ ରହିଥିଲା   6. A 53 year old male of Ganjam district who was also suffering from Hypertension. 7. A 21 year old male of Keonjhar district who was also suffering from Diabetes (Type-I). 8. A 60 year old female of Khordha district. — H & FW Dept Odisha (@HFWOdisha) August 5, 2020   9. A 63 year old male of Ganjam district who was also suffering from Uncontrolled Diabetes and Chronic Kidney Disease. — H & FW Dept Odisha (@HFWOdisha) August 5, 2020 ଅନ୍ୟ ପକ୍ଷରେ ଆଜି ଦୁଇ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ପୀଡ଼ିତ ଥାଇ ମୃତ୍ୟୁମୁଖରେ ପଡ଼ିଛନ୍ତି।