ଜିଓ ପରେ ଏୟାରଟେଲର ବଡ ଘୋଷଣା: ମାଗଣାରେ ଗ୍ରାହକଙ୍କୁ ମିଳିବ ୪୯ ଟଙ୍କାର ପ୍ୟାକ୍‌

ନୂଆଦିଲ୍ଲୀ,୧୬ ।୫: ଜିଓ ପରେ ପରେ ଭାରତୀ ଏୟାରଟେଲ ପକ୍ଷରୁ ଗ୍ରାହକଙ୍କ ପାଇଁ ବଡ ଘୋଷଣା ହୋଇଛି । କରୋନାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ ମାଗଣାରେ ୪୯ ଟଙ୍କାର ରିଚାର୍ଜ ପ୍ୟାକ୍ ଦେବ କମ୍ପାନୀ । ଅବଶ୍ୟ କମ୍ପାନୀର କମ୍ ଆୟକାରୀ ଗ୍ରାହକମାନେ ଏହି ମାଗଣା ରିଚାର୍ଜର ଲାଭ ଉଠାଇପାରିବେ । କେବଳ ଏତିକି ନୁହେଁ, ଯେଉଁ ଗ୍ରାହକମାନେ ୭୯ ଟଙ୍କା ରିଚାର୍ଜ କରିବେ, ସେମାନଙ୍କୁ କମ୍ପାନୀ ଦୁଇଗୁଣ ଲାଭ ଦେବ । କିନ୍ତୁ ଏହି ଅଫରର […] The post ଜିଓ ପରେ ଏୟାରଟେଲର ବଡ ଘୋଷଣା: ମାଗଣାରେ ଗ୍ରାହକଙ୍କୁ ମିଳିବ ୪୯ ଟଙ୍କାର ପ୍ୟାକ୍‌ appeared first on Odisha Bhaskar.

ଜିଓ ପରେ ଏୟାରଟେଲର ବଡ ଘୋଷଣା: ମାଗଣାରେ ଗ୍ରାହକଙ୍କୁ ମିଳିବ ୪୯ ଟଙ୍କାର ପ୍ୟାକ୍‌
ନୂଆଦିଲ୍ଲୀ,୧୬ ।୫: ଜିଓ ପରେ ପରେ ଭାରତୀ ଏୟାରଟେଲ ପକ୍ଷରୁ ଗ୍ରାହକଙ୍କ ପାଇଁ ବଡ ଘୋଷଣା ହୋଇଛି । କରୋନାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ ମାଗଣାରେ ୪୯ ଟଙ୍କାର ରିଚାର୍ଜ ପ୍ୟାକ୍ ଦେବ କମ୍ପାନୀ । ଅବଶ୍ୟ କମ୍ପାନୀର କମ୍ ଆୟକାରୀ ଗ୍ରାହକମାନେ ଏହି ମାଗଣା ରିଚାର୍ଜର ଲାଭ ଉଠାଇପାରିବେ । କେବଳ ଏତିକି ନୁହେଁ, ଯେଉଁ ଗ୍ରାହକମାନେ ୭୯ ଟଙ୍କା ରିଚାର୍ଜ କରିବେ, ସେମାନଙ୍କୁ କମ୍ପାନୀ ଦୁଇଗୁଣ ଲାଭ ଦେବ । କିନ୍ତୁ ଏହି ଅଫରର ଲାଭ କେବଳ ଗୋଟିଏ ଥର ଉଠାଯାଇପାରିବ । ତେବେ କିଛି ଦିନ ପୂର୍ବରୁ ରିଲାଏନ୍ସ ଜିଓ ପକ୍ଷରୁ ମଧ୍ୟ କିଛି ଏଭଳି ଅଫର ଘୋଷଣା ହୋଇଥିଲା । କମ୍ପାନୀର ୪୯ ପ୍ୟାକର ଖାସ୍ ଖଥା ହେଉଛି କି, ଏଥିରେ ଟକଟାଇମ୍ ସହ ଡାଟା ବି ମିଳିଥାଏ । ଏହି ପ୍ଲାନରେ ଗ୍ରାହକଙ୍କୁ ୩୮ ଟଙ୍କା ଟକଟାଇମ ସହ ୧୦୦ ଏମବିର ଡାଟା ଦିଆଯାଏ, ଯାହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିଛି । ଏହି ପ୍ଲାନ ଏୟାରଟେଲର କୋଟି କୋଟି ଗ୍ରାହକଙ୍କୁ ମାଗଣାରେ ଦିଆଯିବ । The post ଜିଓ ପରେ ଏୟାରଟେଲର ବଡ ଘୋଷଣା: ମାଗଣାରେ ଗ୍ରାହକଙ୍କୁ ମିଳିବ ୪୯ ଟଙ୍କାର ପ୍ୟାକ୍‌ appeared first on Odisha Bhaskar.