ଭଗବାନ କେଡେ ନିର୍ଦୟ

ଭଗବାନ କେତେ ନିର୍ଦୟ ଏହି ବ୍ୟକ୍ତି ହେଉଛନ୍ତି ସନ୍ତୋଷ କୁମାର ପଣ୍ଡା | ସେ ତାଙ୍କ ଜୀବନ କୁ ଗରିବ ନିରୀହ ପିଲା ଙ୍କ ଶହ ଯୋଡ଼ିଦେଇଛନ୍ତି କାରଣ ସେ ଜଣେ ଗରିବ. ସେ ଜାଣିଛନ୍ତି ଗରିବ ପିଲା ଙ୍କ ଦୁଃଖ. ତେଣୁ ସେ ହଜାର ହଜାର ଗରିବ ପିଲାଙ୍କୁ ମୁକ୍ତ ଶିକ୍ଷା ଦେଇ ତାଙ୍କ ଜୀବନ କୁ ଆଲୋକିତ କରିଛନ୍ତି କିନ୍ତୁ ଭାଗ୍ୟର ବିଡମ୍ବନା ତାଙ୍କୁ ଏବେ କରୋନା. ସେ ଏବେ କଟକ ସ୍ଥିତ ଘରୋଇ ସନ ମେଡିକାଲ ର 125 ନମ୍ବର ବେଡ଼ ରେ ମୃତ୍ୟୁ ଶହ ସଂଘର୍ଷ କରୁଛନ୍ତି. ତାଙ୍କ ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ତେଣୁ ଓଡିଶା ସରକାର, ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ କଟକ ମୁନସୀପାଲଟି ବିଭାଗ କୁ ନିବେଦନ ତାଙ୍କ ଆରୋଗ୍ୟ ପାଇଁ ସହଯୋଗ କରନ୍ତୁ ଏବଂ ତାଙ୍କୁ ସମସ୍ତ ଚିକିତ୍ସା ଯୋଗେଇ ଦିଆଯାଉ ଏବଂ କେହି ସହୃଦୟ ବ୍ୟକ୍ତି ଯଦି ତାଙ୍କ ଆରୋଗ୍ୟ ପାଇଁ କିଛି ସହଯୋଗ କରିପାରିବେ ନିଶ୍ଚୟ କରନ୍ତୁ ତାଙ୍କ ଆରୋଗ୍ୟ ସହ ହଜାର ହଜାର ଗରିବ ପିଲାଙ୍କ ଜୀବନ ଆଲୋକ ନିର୍ଭର କରୁଛି ତେଣୁ ଏହାକୁ ଅଧିକରୁ ରୁ ଅଧିକ share କରନ୍ତୁ ଯେପରି ପ୍ରଶାସନ ଏବଂ ସରକାର ଙ୍କ ପାଖରେ ତାଙ୍କ ବାର୍ତା ପହଁଚି ପାରୁ. ଆପଣଙ୍କ share ଏବଂ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଏବଂ ନିର୍ଭର କରେ ଗୋଟିଏ ମହାନ ବ୍ୟକ୍ତି ଙ୍କ ଜୀବନ ...... ଆସନ୍ତୁ ମିଳିମିଶି ସହଯୋଗ କରିବା share କରିବା

ଭଗବାନ କେଡେ ନିର୍ଦୟ