୧୦ ଟଙ୍କାରେ ମିଳୁଛି ସୁନ୍ଦରୀ ଗର୍ଲଫ୍ରେଣ୍ଡ

ଜୀବନରେ ଏକୁଟିଆପଣ ସବୁବେଳେ ବ୍ୟସ୍ତ କରିଥାଏ । ଯଦି ଆପଣଙ୍କୁ ଭଡାରେ ପ୍ରେମିକା ମିଳନ୍ତି, ତେବେ ଆପଣ ଆଉ ଖାଲି ଅନୁଭବ କରିବେ କି? କିନ୍ତୁ ଆପଣ ଭାବୁଥିବେ କି, ପ୍ରେମିକା ତ କୌଣସି ଜିନିଷ ନୁହେଁ ଯେ ଏପରି ମିଳିଯିବ । କିନ୍ତୁ ଦୁନିଆରେ ଗୋଟିଏ ସ୍ଥାନ ଏପରି ରହିଛି, ଯେଉଁଠାରେ ଆପଣ ମାତ୍ର ୧୦ ଟଙ୍କାରେ ସୁନ୍ଦରୀ ମଡେଲକୁ ନିଜର ପ୍ରେମିକା କରିପାରିବେ । ଚୀନର ଗୁଆଣ୍ଡୋଙ୍ଗ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପ୍ରକାରର ଷ୍ଟୋର […] The post ୧୦ ଟଙ୍କାରେ ମିଳୁଛି ସୁନ୍ଦରୀ ଗର୍ଲଫ୍ରେଣ୍ଡ appeared first on Odisha Bhaskar.

୧୦ ଟଙ୍କାରେ ମିଳୁଛି ସୁନ୍ଦରୀ ଗର୍ଲଫ୍ରେଣ୍ଡ
ଜୀବନରେ ଏକୁଟିଆପଣ ସବୁବେଳେ ବ୍ୟସ୍ତ କରିଥାଏ । ଯଦି ଆପଣଙ୍କୁ ଭଡାରେ ପ୍ରେମିକା ମିଳନ୍ତି, ତେବେ ଆପଣ ଆଉ ଖାଲି ଅନୁଭବ କରିବେ କି? କିନ୍ତୁ ଆପଣ ଭାବୁଥିବେ କି, ପ୍ରେମିକା ତ କୌଣସି ଜିନିଷ ନୁହେଁ ଯେ ଏପରି ମିଳିଯିବ । କିନ୍ତୁ ଦୁନିଆରେ ଗୋଟିଏ ସ୍ଥାନ ଏପରି ରହିଛି, ଯେଉଁଠାରେ ଆପଣ ମାତ୍ର ୧୦ ଟଙ୍କାରେ ସୁନ୍ଦରୀ ମଡେଲକୁ ନିଜର ପ୍ରେମିକା କରିପାରିବେ । ଚୀନର ଗୁଆଣ୍ଡୋଙ୍ଗ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପ୍ରକାରର ଷ୍ଟୋର ରହିଛି, ଯେଉଁଠାରେ ସୁନ୍ଦରୀ ମଡେଲମାନେ ସ୍ୱତନ୍ତ୍ର ପୋଡିୟମରେ ଛିଡା ହୁଅନ୍ତି । ହୁଆନ ସିଟିର ଭାଇଟେଲିଟି ସିଟି ନାମକ ଏହି ଷ୍ଟୋରରେ ଯେକୌଣସି ବ୍ୟକ୍ତି କେବଳ ୧୦ ଟଙ୍କା ଦେଇ ନିଜ ପସନ୍ଦର ଝିଅ ସହ ୨୦ ମିନିଟ୍ ସମୟ ବିତାଇପାରିବେ । ଯଦି କେହି ୨୦ ମିନିଟରୁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି, ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । କିନ୍ତୁ ସର୍ତ୍ତ ମୁତାବକ, ଆପଣ ତାଙ୍କୁ ସପିଂ କମ୍ପେ୍ଲକ୍ସର ଭିତରେ ହିଁ ବୁଲାଇ ପାରିବେ । ଯଦି ଚାହାଁନ୍ତି ସପିଂ ବି କରିପାରିବେ କିନ୍ତୁ ତାର ବିନା ଇଛାରେ ଆପଣ ଛୁଇଁ ପାରିବେ ନାହିଁ । The post ୧୦ ଟଙ୍କାରେ ମିଳୁଛି ସୁନ୍ଦରୀ ଗର୍ଲଫ୍ରେଣ୍ଡ appeared first on Odisha Bhaskar.