ଅବକାରୀ ବିଭାଗର ଚଢ଼ାଉ, ୩୦୦ ଶହ ଲିଟର ଦେଶୀ ମଦ

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗାଁରେ ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ କରାଯାଇଛି। ଅନେକ ଦିନ ହେଲା ଆଠଗଡ଼ ଅବକାରୀ ବିଭାଗକୁ ଚକମା ଦେଇ ଆସୁଥିବା କୁଖ୍ୟାତ ମଦ ମାଫିଆ ପରମାନନ୍ଦ ସାହୁ ଓରଫ୍ ପରୀଆକୁ ଗିରଫ କରିବା ସହିତ ତାଙ୍କ ଘରୁ ୩୦୦ ଶହ ଲିଟର ରନ୍ଧା ଚୋରା ଦେଶୀ ମଦ ୧୮୯୦ ଲିଟର ମଦ ପୋଚ ଜବତ କରାଯାଇଛି। ପରିଆ ନାଆଁରେ ଏକାଧିକ ମାମଲା ରହିଥିବା ବେଳେ ପରିଆ କୋରଙ୍ଗା ଗ୍ରାମର […] The post ଅବକାରୀ ବିଭାଗର ଚଢ଼ାଉ, ୩୦୦ ଶହ ଲିଟର ଦେଶୀ ମଦ appeared first on Dreams Rider.

ଅବକାରୀ ବିଭାଗର ଚଢ଼ାଉ, ୩୦୦ ଶହ ଲିଟର ଦେଶୀ ମଦ

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗାଁରେ ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ କରାଯାଇଛି। ଅନେକ ଦିନ ହେଲା ଆଠଗଡ଼ ଅବକାରୀ ବିଭାଗକୁ ଚକମା ଦେଇ ଆସୁଥିବା କୁଖ୍ୟାତ ମଦ ମାଫିଆ ପରମାନନ୍ଦ ସାହୁ ଓରଫ୍ ପରୀଆକୁ ଗିରଫ କରିବା ସହିତ ତାଙ୍କ ଘରୁ ୩୦୦ ଶହ ଲିଟର ରନ୍ଧା ଚୋରା ଦେଶୀ ମଦ ୧୮୯୦ ଲିଟର ମଦ ପୋଚ ଜବତ କରାଯାଇଛି। ପରିଆ ନାଆଁରେ ଏକାଧିକ ମାମଲା ରହିଥିବା ବେଳେ ପରିଆ କୋରଙ୍ଗା ଗ୍ରାମର ଦେଶୀ ମଦ କାରବାରର ମୁଖ୍ୟ କାର୍ପଟଦାର। ପାର୍ବଣ ଋତୁର ସୁଯୋଗ ନେଇ ବେଧଡକ ଭାବେ ଚାଲିଥିଲା ଚୋରା ମଦ ମାଫିଆଙ୍କ ଚୋରା ଦେଶୀ ମଦ କାରବାର । ଘଟଣାସ୍ଥଳକୁ ଅନେକ ମଦ ମାଫିଆ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଆଠଗଡ଼ ଅବକାରୀ ଡେପୁଟି ସୁପରିଟେଣ୍ଡଣ୍ଟ ପ୍ରମୋଦ କୁମାର ପଣ୍ଡା। The post ଅବକାରୀ ବିଭାଗର ଚଢ଼ାଉ, ୩୦୦ ଶହ ଲିଟର ଦେଶୀ ମଦ appeared first on Dreams Rider.