କାର ବାଇକ ମୁହାଁ ମୁହିଁ ଧକ୍କା :ଜଳିଗଲା ବାଇକ 2ମୃତ ଜଣେ ଗୁରୁତର

କାର ବାଇକ ମୁହାଁ ମୁହିଁ ଧକ୍କା :ଜଳିଗଲା ବାଇକ 2ମୁର୍ତ ଜଣେ ଗୁରୁତର, ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅନ୍ତର୍ଗତ ସୋରିସିଆପଦା ଗ୍ରାମ ପଞ୍ଚାୟତ ଅଧୀନ ଢୋଲ ପଥର ସନ୍ନିକଟ ରାସ୍ତାରେ ଆଜି ଏକ ମର୍ମତୁନ୍ତ ସଡ଼କ ଦୃଘଟଣା ଘଟିଯାଇଛି, ଏଥିରେ 2ଜଣ ଙ୍କର ମୁର୍ତୁ ହୋଇଥିବା ସ୍ଥଳେ ଅନ୍ୟ ଜଣେ ଯୁବତୀ ଗୁରୁତର ହୋଇ ଚିକିତ୍ସା ହେଉଛନ୍ତି, ସୂଚନା ଅନୁଯାୟୀ, ଆଜି ସକାଳ ମଧ୍ୟରେ ଏହି ଘଟଣା ଘଟିଛି, ଉକ୍ତ ସୋରିସିଆପଦା ପଞ୍ଚlୟତ ର ରଗଡି ସାହିର ଯୁବତୀ ତୁଳସୀ ହେମ୍ବରମ, ପୁରୁ ନାୟକ ଓ ଭାଲୁଗୁଡା ଗ୍ରାମର ଲଷ୍ମଣ ଭଦ୍ରା ଏକ ବାଇକ ଯୋଗେ ନିଜ ଗ୍ରାମରୁ ଟାଙ୍ଗି ଆଡେ ଯାଉଥିଲେ,ଠିକ ଢୋଲପଥର ନିକଟ ରାସ୍ତା ଉପରେ ଉପର ପାଶ୍ୱ ଟାଙ୍ଗି ଆଡୁ ଆସୁଥିବା କାର ସହିତ ବାଇକ ଧକ୍କା ହୋଇଥିଲା, ବାଇକ ଟି ଅତ୍ୟନ୍ତ ଅବସ୍ଥାରେ ଜଳି ଯାଇଥିଲା,ଢେଙ୍କାନାଳ ରୁ ତାପସଦାସ ଙ୍କ ରିପୋର୍ଟ

କାର ବାଇକ ମୁହାଁ ମୁହିଁ ଧକ୍କା :ଜଳିଗଲା ବାଇକ 2ମୃତ ଜଣେ ଗୁରୁତର