ଗୋଟିଏ ଦିନରେ ୭୬,୪୭୨ ଆକ୍ରାନ୍ତ ଚିହ୍ନଟ ଓ ୧୦୨୧ ଜଣ ମୃତ

ନୂଆଦିଲ୍ଲୀ, ୨୯ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୭୬,୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୨୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪,୬୩,୯୭୩ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୬୨,୫୫୦ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ୨୬,୫୨,୪୨୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୭,୫୨,୪୨୪ ଜଣ […] The post ଗୋଟିଏ ଦିନରେ ୭୬,୪୭୨ ଆକ୍ରାନ୍ତ ଚିହ୍ନଟ ଓ ୧୦୨୧ ଜଣ ମୃତ appeared first on Odisha Bhaskar.

ଗୋଟିଏ ଦିନରେ ୭୬,୪୭୨ ଆକ୍ରାନ୍ତ ଚିହ୍ନଟ ଓ ୧୦୨୧ ଜଣ ମୃତ
ନୂଆଦିଲ୍ଲୀ, ୨୯ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୭୬,୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୨୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪,୬୩,୯୭୩ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୬୨,୫୫୦ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ୨୬,୫୨,୪୨୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୭,୫୨,୪୨୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । The post ଗୋଟିଏ ଦିନରେ ୭୬,୪୭୨ ଆକ୍ରାନ୍ତ ଚିହ୍ନଟ ଓ ୧୦୨୧ ଜଣ ମୃତ appeared first on Odisha Bhaskar.