ଗଁଦିଆ ବ୍ଲକ ରେ ଡାକସେବା ବିଫଳ ଅମାନତ,

ଗଁଦିଆ ବ୍ଲକ ରେ ଡାକସେବା ବିଫଳ ଅମାନତ, ଗଁଦିଆ ଉପ ଡାକଘରେ ଥିବା 27ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ଗ୍ରାମାଞ୍ଚଳ ରେ ରହିଥିବା ଡାକଘର ଭାରତ ସରକାରଙ୍କ ର ସଂସ୍ଥା ହୋଇଥିବା ବେଳେ ଦିନକୁଦିନ ଏଥିରେ ଥିବା କର୍ମଚାରୀ ଙ୍କ ଖାମଖିଆଲ ମନୋଭାବ ହେତୁ ଡାକସେବା ଯୋଗାଇବାରେ ଏହା ବିଫଳତାର ଶୀର୍ଷରେ ପହଞ୍ଚି ଗଲାଣି, ସୂଚନାଯୋଗ୍ୟ ଯେ ଅଗଷ୍ଟ ମାସରେ ଖଙ୍କିରା ଗ୍ରାମର ସଂଜୀବନୀ ସୁଧାପତି ଏକ ଗ୍ରାମୀଣ ଡାକ ଜୀବନ ବୀମା ପାଇଁ ଅଗଷ୍ଟ ମାସରେ ଫର୍ମ ପୂରଣ କରି କାଗଜପତ୍ର ଓ ଆବଶ୍ୟକିୟ ଅର୍ଥ ଜମା କରିଥିଲେ, ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ତିନି ମାସ ପରେ ତାଙ୍କ ପାଖକୁ ଚିଠି ପଠାଯାଇ ଏହି RPLI କୁ ରିଜେକ୍ଟ କରାଗଲା, ଏ ବାବଦରେ ଗଁଦିଆ ଡାକ ବାବୁଙ୍କ ଶହ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି ମତ ଦେଇ ଅଛନ୍ତି, ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ,

ଗଁଦିଆ ବ୍ଲକ ରେ ଡାକସେବା ବିଫଳ ଅମାନତ,