ଜରଡ଼ା ଘାଟିରେ ଓଲଟିଲା ବସ

ଜରଡ଼ା ଘାଟିରେ ଓଲଟିଲା ବସ କାମାକ୍ଷାନଗର :ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଜରଡ଼ା ଘାଟିରେ ଓଲଟିଲା ବସ,40ଜଣ ଯାତ୍ରୀଙ୍କୁ କଙ୍କଡ଼ାହାଡ଼ ପଟୁ ରେଙ୍ଗାଲି ନେଇ ଯାଉଥିବା ବେଳେ ଓଲଟିଲା ବସ, ଗୁରୁତର ଙ୍କୁ କାମାକ୍ଷାନଗର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି, ଘଟଣା ର ତଦନ୍ତ ଚଳାଇଛି, ମହାବିରୋଡ ଫାଣ୍ଡି ପୋଲିସ, ଢେଙ୍କାନାଳ ରୁ ତାପସଦାସ ଙ୍କ ରିପୋର୍ଟ

ଜରଡ଼ା ଘାଟିରେ ଓଲଟିଲା ବସ