ଜାଲରେ ଫସିଥିଲା ସିଂହଛୁଆ, ନିଜ ଜୀବନକୁ ବାଜି ଲଗାଇ ଏମିତି ବଞ୍ଚାଇଲେ ଫରେଷ୍ଟଗାର୍ଡ
ଗୁଜରାଟ ଜଙ୍ଗଲର ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଗୁଜରାଟର ଗିର ଫରେଷ୍ଟରୁ ହୃଦୟ ଦୋହଲାଇ ଦେବା ପରି ଭିଡିଓଟି ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଫରେଷ୍ଟଗାର୍ଡ ନିଜ ଜୀବନକୁ ବାଜି ଲଗାଇ ଜାଲରେ ଫସିଥିବା ଏକ ସିଂହଛୁଆକୁ ଉଦ୍ଧାର କରିଛନ୍ତି। ଭାରତୀୟ ବନସେବା ଅଧିକାରୀ ରମେଶ ପାଣ୍ଡେ ୨ ମିନିଟ୍ ୮ ସେକେଣ୍ଡର ଉକ୍ତ ଭିଡିଓଟିକୁ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟିକୁ ଲୋକେ ଖୁବ୍ ପସନ୍ଦ କରିବା ସହ […]
The post ଜାଲରେ ଫସିଥିଲା ସିଂହଛୁଆ, ନିଜ ଜୀବନକୁ ବାଜି ଲଗାଇ ଏମିତି ବଞ୍ଚାଇଲେ ଫରେଷ୍ଟଗାର୍ଡ appeared first on Dharitri Odia News.
ଗୁଜରାଟ ଜଙ୍ଗଲର ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଗୁଜରାଟର ଗିର ଫରେଷ୍ଟରୁ ହୃଦୟ ଦୋହଲାଇ ଦେବା ପରି ଭିଡିଓଟି ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଫରେଷ୍ଟଗାର୍ଡ ନିଜ ଜୀବନକୁ ବାଜି ଲଗାଇ ଜାଲରେ ଫସିଥିବା ଏକ ସିଂହଛୁଆକୁ ଉଦ୍ଧାର କରିଛନ୍ତି।
ଭାରତୀୟ ବନସେବା ଅଧିକାରୀ ରମେଶ ପାଣ୍ଡେ ୨ ମିନିଟ୍ ୮ ସେକେଣ୍ଡର ଉକ୍ତ ଭିଡିଓଟିକୁ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟିକୁ ଲୋକେ ଖୁବ୍ ପସନ୍ଦ କରିବା ସହ ସିଂହଛୁଆର ଜୀବନ ବଞ୍ଚାଇଥିବା ଫରେଷ୍ଟଗାର୍ଡଙ୍କୁ ପ୍ରଶଂସା କରିଛନ୍ତି।
The post ଜାଲରେ ଫସିଥିଲା ସିଂହଛୁଆ, ନିଜ ଜୀବନକୁ ବାଜି ଲଗାଇ ଏମିତି ବଞ୍ଚାଇଲେ ଫରେଷ୍ଟଗାର୍ଡ appeared first on Dharitri Odia News.