ତାଳ ବାହାଳ ଗ୍ରାମ ନିକଟରେ ଥିବା ଟାଟା ଷ୍ଟିଲ ପାଚେରି ପାର୍ଶ୍ୱରେ ଗୁଳିକାଣ୍ଡ

ତାଳ ବାହାଳ ଗ୍ରାମ ନିକଟରେ ଥିବା ଟାଟା ଷ୍ଟିଲ ପାଚେରି ପାର୍ଶ୍ୱରେ ଗୁଳିକାଣ୍ଡ ବଅଁରପାଳ:- ବଅଁରପାଳ ବ୍ଲକ ଅନ୍ତର୍ଗତ ତାଳ ବାହାଳ ଗ୍ରାମ ନିକଟରେ ଥିବା ଟାଟା ଷ୍ଟିଲ ପାଚେରି ପାର୍ଶ୍ୱରେ ଦିନ ପ୍ରାୟ ୧୦ ବେଳେ ଟାଟା ଷ୍ଟିଲ ରେ କାମ କରୁଥିବା ଟି ଏସ୍ ଏମ୍ କମ୍ପାନି ରେ ବିହାର ଅଞ୍ଚଳର ରବି କୁମାର ଙ୍କୁ ଗୁଳି ମାଡ ହୋଇଥିଲା ସେ ଟାଟା ଷ୍ଟିଲ ରେ କ୍ରେନ ଅପରେଟର ଭାବେ ବହୁଦିନ ହେବ କାମ କରିଆସୁଥିଲେ ସେ ତାଳ ବାହାଳ ଗ୍ରାମରେ ଏକ ଭଡା ଘରେ ରହୁଥିଲେ ପ୍ରାୟ ୧୦ ସମୟରେ କୋଣସି ଏକ କାମରେ ବାହାରକୁ ଆସୁଥିବା ବେଳେ ଦୁର୍ବୁତ୍ତ ମାନେ ତାଙ୍କୁ ଗୁଳି ମାଡ କରିଥିଲେ ଗୁଳି ମାଡ ପରେ ସେ ବ୍ୟକ୍ତି ଜନଙ୍କ ସେଠାରେ ଟଳି ପଡିଥିଲେ ଏବଂ ସ୍ଥାନୀୟ ଲୋକ ଖବର କଣ୍ଟାବଣିଆ ଥାନା କୁ ଖବର ଦେଇଥିଲେ ପଳରେ ଘଟଣା ସ୍ଥଳରେ କଣ୍ଟା ବଣିଆ ଥାନା ଅଧିକାରୀଣି ସବିତା ପାତ୍ର ଘଟଣା ସ୍ଥଳରେ ପହଂଚି ବ୍ଯକ୍ତି ଙ୍କୁ ସଂଗେ ସଂଗେ ଆମ୍ବୁଲାନ୍ସ ସହୟତାରେ ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରୁ ତାଙ୍କୁ କଟକ କୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କର ଅବସ୍ତା ଏବେ ଗୁରୁତ୍ବର ଥିବା ଜଣା ପଡିଛି। ଅନୁଗୋଳ ରୁ ନିହାର ରଞ୍ଜନ ପଟ୍ଟନାୟକ

ତାଳ ବାହାଳ ଗ୍ରାମ ନିକଟରେ ଥିବା ଟାଟା ଷ୍ଟିଲ ପାଚେରି ପାର୍ଶ୍ୱରେ ଗୁଳିକାଣ୍ଡ