ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର

ଜଗତସିଂହପୁର ୨୨।୧୦: ଖେଳୁଥିବା ଦେବୀ ନଦୀରେ ବୁଡିଗଲେ ପଞ୍ଚମ ଶ୍ରେଣୀ ଛାତ୍ର । ଜଗତସିଂହପୁର ସଦର ଥାନା କୋରୁଆ ସଲାଣ୍ଟି ଗାଁରେ ଘଟିଛି ଏଭଳି ଅଘଟଣ । ଅନ୍ୟ ତିନି ଜଣ ସାଙ୍ଗ ଉଦ୍ଧାର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଜଗତସିଂହପୁର ସଦର ଥାନା କୋରୁଆ ସଲାଣ୍ଟି ଗାଁରେ ଅଘଟଣ । ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ଦେବୀ ନଦୀରେ ବୁଡିଗଲେ ପଞ୍ଚମ ଶ୍ରେଣୀ ଛାତ୍ର । ଫଳରେ ତାଙ୍କର ମୃତ୍ୟୁ  ହୋଇଛି।  ଅନ୍ୟ ତିନି ଜଣ ସାଙ୍ଗ ଉଦ୍ଧାର ହୋଇଛନ୍ତି । ମୃତ ଛାତ୍ର କୋରୁଆ ସଲାଣ୍ଟି ଗାଁର ଅଜୟ ମଳିକଙ୍କ ପୁଅ କାର୍ତ୍ତିକ ମଲିକ ।  ଗୁରୁତର ଅବସ୍ଥାରେ ଜଗତସିଂହପୁର ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିବା ବେଳେ ଡାକ୍ତରଙ୍କ ଦ୍ବାରା ମୃତ ଘୋଷଣା କରାଯାଇଛି ।