ପଣ୍ଡୁଆ ଫାଣ୍ଡି ରାସ୍ତା ନିକଟରୁ ଵେବସାୟୀ ଙ୍କୁ ଆକ୍ରମଣ କରି 3ଲକ୍ଷ୍ୟ ଟଙ୍କା ଲୁଟ ଅଭିଯୋଗ,

ପଣ୍ଡୁଆ ଫାଣ୍ଡି ରାସ୍ତା ନିକଟରୁ ଵେବସାୟୀ ଙ୍କୁ ଆକ୍ରମଣ କରି 3ଲକ୍ଷ୍ୟ ଟଙ୍କା ଲୁଟ ଅଭିଯୋଗ, ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ପାଖ ଘୋଡାଡିଆ ଛକରେ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି 3ଲକ୍ଷ୍ଲୁଟିନେଲେ ଲୁଟେରା, ଵେବସାୟୀ ଅଭିମନ୍ୟୁ ସାହୁ ଓ ଡ୍ରାଇଭର ମୁର୍ତ୍ତୁଞ୍ଜୟ ପଣ୍ଡା ଆହତ, ଜିନିଷ ପତ୍ର ଆଣିବା ପାଇଁ ପିକଅପ ଭ୍ୟାନ ରେ ଯାଉଥିଲେ, ବୋଲି ସୂଚନା ମିଳିଛି, ଢେଙ୍କାନାଳ ରୁ ତାପସଦାସ

ପଣ୍ଡୁଆ ଫାଣ୍ଡି ରାସ୍ତା ନିକଟରୁ ଵେବସାୟୀ ଙ୍କୁ ଆକ୍ରମଣ କରି 3ଲକ୍ଷ୍ୟ ଟଙ୍କା ଲୁଟ ଅଭିଯୋଗ,