ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସ୍ପୋଶାଲ-୪୩’ରେ ୩୬ ନୂଆ ଚେହେରା, ଦେଖନ୍ତୁ ପୂରା ଲିଷ୍ଟ

ନୂଆଦିଲ୍ଳୀ ୭/୦୭: ନରେନ୍ଦ୍ର ମୋଦୀ ସରକାରର ଦ୍ଵିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ବୁଧବାର ସନ୍ଧ୍ୟା ୬ଟାରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ୧୫ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୨୮ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ପଦ ମିଳିଛି। ରାଷ୍ଟ୍ରପତି ଭବନର ଦରବାଲ ହଲ୍‌ରେ ଆୟୋଜିତ ସ୍ଵତନ୍ତ୍ର ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡକ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ, ସିଡିଏସ ବିପିନ କୁମାର ରାଓ୍ଵତଙ୍କ ସହ ଅନେକ ବରିଷ୍ଠ ମନ୍ତ୍ରୀ ଓ ନେତା ଉପସ୍ଥିତ ଥିଲେ। ତେବେ ମୋଦୀଙ୍କ ସ୍ପେଶାଲ-୪୩ରେ ୩୬ ନୂଆ ଚେହେରା ସ୍ଥାନ ପାଇଛନ୍ତି। ଦେଖନ୍ତୁ ଲିଷ୍ଟ... ୧.  ନାରାୟଣ ରାଣେ ୨. ସର୍ବାନନ୍ଦ ସୋନୋଓ୍ବାଲ୍‌ ୩. ଡା. ବୀରେନ୍ଦ୍ର କୁମାର ୪.  ଜ୍ୟୋତିରାଦିତ୍ୟ ସିନ୍ଧିଆ ୫. ରାମଚନ୍ଦ୍ର ନ୍ରସାଦ ସିଂହ ୬. ଅଶ୍ବିନୀ ବୈଷ୍ଣବ ୭. ପଶୁପତି କୁମାର ପାରସ ୮. ଭୂପେନ୍ଦର ଯାଦବ ୯. ପଙ୍କଜ ଚୌଧୁରୀ ୧୦. ଅନୁପ୍ରିୟା ସିଂହ ପଟେଲ ୧୧. ପ୍ରଫେସର ଏସପି ସିଂହ ବଘେଲ ୧୨. ରାଜୀବ ଚନ୍ଦ୍ରଶେଖର ୧୩. ଶୋଭା କରନ୍ଦଲାଜେ ୧୪. ଭାନୁ ପ୍ରତାପ ସିଂହ ବର୍ମା ୧୫. ଦର୍ଶନ ବିକ୍ରମ ଜାରଦୋଶ ୧୬. ମୀନାକ୍ଷି ଲେଖି ୧୭. ଅନପୂର୍ଣ୍ଣା ଦେବୀ ୧୮. ଏ ନାରାୟଣସ୍ବାମୀ ୧୯. କୌଶଳ କିଶୋର ୨୦. ଅଜୟ ଭଟ୍ଟ ୨୧. ବିଏଲ ବର୍ମା ୨୨. ଅଜୟ କୁମାର ୨୩. ଚୌହାନ ଦେବୁଶୀନ ୨୪. ଭଗଓ୍ବନ୍ତ ଖୁବା ୨୫. କପିଲ ମୋରେଶ୍ବର ପାଟିଲ ୨୬. ପ୍ରତିମା ଭୌମିକ ୨୭. ଡ. ସୁଭାଷ ସରକାର ୨୮. ଡ. ଭଗଓ୍ବତ କିଶାନାରୋ କରଦ ୨୯. ଡ. ରାଜକୁମାର ରଞ୍ଜନ ସିଂହ ୩୦. ଡ. ଭାରତୀ ପ୍ରବୀଣ ପାଓ୍ବାର ୩୧. ବିଶେଶ୍ବର ଟୁଡୁ ୩୨. ଶାନ୍ତନୁ ଠାକୁର ୩୩. ଡ. ମୁଞ୍ଜାପାରା ମହେନ୍ଦ୍ରଭାଇ ୩୪. ଜନ୍‌ ବର୍ଲା ୩୫. ଡ. ଏଲ ମୁରୁଗାନ ୩୬. ନୀଶିଥ ପରମାଣିକ