ବାପ ପୁଅ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା

ବାପ ପୁଅ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା ଢେଙ୍କାନାଳ ଓଅନୁଗୁଳରେ ବାପ ପୁଅ ମିଳିମିଶି ଚଳାଇଥିଲେ, ନିଶା କାରବାର, ପୁଅ କାହ୍ନl ରାଜ୍ୟ ବାହାରୁ ବ୍ରାଉନସୁଗାର ଆଣି ପହଞ୍ଚlଉଥିଲା, ବାପା ଦୁଇ ଜିଲ୍ଲା ର ପେଡଲର ଙ୍କ ପାଖରେ ପହଞ୍ଚlଉଥିଲା, ଏଥିପାଇଁ ଏକ କାର ବେବହାର କରାଯାଇଥିଲା, ପୂର୍ବରୁ ପୁଅ କାହ୍ନlକୁ ପୋଲିସ ଗିରଫ କରିଥିବାବେଳେ ବାପା ରଞ୍ଜିତ ଉପରେ ଥିଲା ଅବକାରୀ ଫ୍ଲାଇଙ୍ଗ ସ୍କୁଆଡ଼ ର ନଜର, ଆଜି ରଞ୍ଜିତ ଏକ ବଡ଼ ଧରଣ ର ଡିଲ କରୁଥିବା ଏକ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ଅବକାରୀ ଫ୍ଲାଇଙ୍ଗ ସ୍କୁଆଡ଼ ର ଟିମ, ଏହା ପରେ ଢେଙ୍କାନାଳ ରେ ପହଞ୍ଚି ରେଡ କରିଥିଲା ଭୁବନେଶ୍ୱର ଏକ ଫ୍ଲାଇଙ୍ଗ ସ୍କୁଆଡ଼ ଟିମ, ଏହି ସମୟରେ ମାଷ୍ଟରମାଇଣ୍ଡ ରଞ୍ଜିତ କୁ ଗିରଫ କରିଥିଲା ଅବକାରୀ ବିଭାଗ, ତେବେ ଅଭିଯୁକ୍ତ ଦୁଇଟି ସ୍ଥାନରେ ଘର ଥିବା ମଧ୍ୟ ଜାଣିବାକୁ ପାଇଛି, ଅବକାରୀ ଟିମ, ଦୁଇଟି ସ୍ଥାନରେ ଏହିପରି ଢଙ୍ଗରେ ବେପାର ଚଳାଇଥିଲା ବାପପୁଅ, ଉଭୟଙ୍କ ସିଣ୍ଡିକେଟ ର ଖୁଲାସା ପରେ ଏଵେ ଢେଙ୍କାନାଳ ରେ ନିଶା,ବେପାର କରୁଥିବା ପଶିଛି ଛନକା,କାରଣ ରଞ୍ଜିତ ରାଡାରରେ ଥିବା ପେଡଲର ଓ ଛୋଟ ବେପାରୀଙ୍କୁ ଧରିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି,

ବାପ ପୁଅ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା