ବାଲେଶ୍ବର ଉପନିର୍ବାଚନରେ ବଢିବ ବୁଥ୍ ସଂଖ୍ୟା
ବାଲେଶ୍ୱର, ୨୦/୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେଣୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ କରୋନା ଦୃଷ୍ଟିରୁ ବାଲେଶ୍ବର ଉପନିର୍ବାଚନରେ ବୁଥ୍ ସଂଖ୍ୟାକୁ ବୃଦ୍ଧି କରାଯିବ। ଆଉ ୧୪୮ଟି ଅତିରିକ୍ତ ବୁଥ ଖୋଲିବାକୁ ନିର୍ବାଚନ କମିସନଙ୍କ ଅନୁମତି ଦେଇଛନ୍ତି । ପୂର୍ବରୁ ବାଲେଶ୍ବର ନିର୍ବାଚନ ମଣ୍ଡଳୀରେ ୧୯୮ଟି ବୁଥ୍ ରହିଛି । ବୁଥ୍ ପିଛା ହଜାରେ ଭୋଟର ନିୟମ […]
The post ବାଲେଶ୍ବର ଉପନିର୍ବାଚନରେ ବଢିବ ବୁଥ୍ ସଂଖ୍ୟା appeared first on Odisha Bhaskar.
ବାଲେଶ୍ୱର, ୨୦/୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେଣୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ କରୋନା ଦୃଷ୍ଟିରୁ ବାଲେଶ୍ବର ଉପନିର୍ବାଚନରେ ବୁଥ୍ ସଂଖ୍ୟାକୁ ବୃଦ୍ଧି କରାଯିବ। ଆଉ ୧୪୮ଟି ଅତିରିକ୍ତ ବୁଥ ଖୋଲିବାକୁ ନିର୍ବାଚନ କମିସନଙ୍କ ଅନୁମତି ଦେଇଛନ୍ତି । ପୂର୍ବରୁ ବାଲେଶ୍ବର ନିର୍ବାଚନ ମଣ୍ଡଳୀରେ ୧୯୮ଟି ବୁଥ୍ ରହିଛି । ବୁଥ୍ ପିଛା ହଜାରେ ଭୋଟର ନିୟମ ହୋଇଥିବାରୁ ବୁଥ୍ ସଂଖ୍ୟାକୁ ବୃଦ୍ଧି କରାଯିିବ।
The post ବାଲେଶ୍ବର ଉପନିର୍ବାଚନରେ ବଢିବ ବୁଥ୍ ସଂଖ୍ୟା appeared first on Odisha Bhaskar.