ଭିତରକନିକା କୁ ପ୍ଲାଷ୍ଟିକ ମୁକ୍ତ ଓ ପରିବେଶ ସୁରକ୍ଷା କୁ ନେଇ ବିରାଟ ମୋଟର ସାଇକେଲ ସଚେତନତା କାର୍ଯ୍ୟକ୍ରମ

ଭିତରକନିକା କୁ ପ୍ଲାଷ୍ଟିକ ମୁକ୍ତ ଓ ପରିବେଶ ସୁରକ୍ଷା କୁ ନେଇ ବିରାଟ ମୋଟର ସାଇକେଲ ସଚେତନତା କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନଖଣ୍ଡ କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ଯଂଜ୍ଞ ଦତ୍ତ ପତି ଙ୍କ ନିର୍ଦେଶ କ୍ରମେ ଆଜି ରାଜନଗର ବ୍ଲକ ରେ ଜାତୀୟ ଉଦ୍ୟାନ ଭିତରକନିକା ସୀମାରେ ଲାଗିରହିଥିବା ପର୍ଯ୍ୟଟନ ସ୍ଥଳୀ ମାନଙ୍କୁ ରାଜ୍ୟ ଓ ଦେଶ, ବିଦେଶରୁ ବୁଲି ଆସୁଥିବା ଦାର୍ଶନିକ ଲୋକେ ଭିତରକନିକା ଜାତୀୟ ଉଦ୍ୟାନ ର ପ୍ରକୃତି ସୌନ୍ଦର୍ଯ୍ୟ ପାଇଁ ସେହି ସମୟରେ ଅନେକ ଖାଦ୍ୟ ଓ ପାନୀୟ ଜିନିଷ ଗୁଡିକ ର ଯାବତୀୟ ପ୍ଲାଷ୍ଟିକ ଜରି, ପଲଥିନି, ବିଭିନ୍ନ ପ୍ରକାର ସାମଗ୍ରୀ ର ପ୍ୟାକେଟ ଗୁଡିକ ସେହି ସ୍ଥାନରେ ଫିଙ୍ଗି ଦେଇ ଯାଇଥାନ୍ତି,! ତେବେ ଭିତରକନିକା ର ଆଦ୍ର ଭୂମି ଓ ଜୈବ ବିବିଧତା ସହିତ ଯେମିତି ଅଳିଆ ଓ ଅପରିଷ୍କାର ନହୁଏ,! ତେବେ ଏହି ପରି ପ୍ରେକ୍ଷୀରେ ପ୍ଲାଷ୍ଟିକ ମୁକ୍ତ ସହ ଜଙ୍ଗଲ ସୁରକ୍ଷା ଓ ଜୀବନ ରକ୍ଷା ଏକ ସଂକଳ୍ପ ନେଇ ଭିତରକନିକା ର ଚତୃପାର୍ଶ୍ୱ ର ଗ୍ରାମ ଗୁଡିକ ଯଥା ଡାଙ୍ଗମାଳ, ବାଙ୍କୁଆଳ, ଖମାର ସାହି, ଗୁପ୍ତି, ସାତଭାୟା, ଓକିଲପାଳ, କୃଷ୍ଣପ୍ରିୟାପୁର, କାଠୁଆଗଣ୍ଡ, ବଦ୍ଧି, ସୁନ୍ଦୁରିପାଳ, ପେଣ୍ଠ, ପ୍ରହରାଜ ପୁର, ଗୋବର୍ଦ୍ଧନ ପୁର, ବ୍ରାହ୍ମଣ ସାହି, ଈଶ୍ୱରପୁର, ଦେବ ନାରାୟଣପୁର, ରାଜନଗର, ଗୋପାଳପୁର,ଏହି ଗ୍ରାମ ରୁ ପ୍ରାୟ ଚାରି ଶହ ପଚାଶ ମୋଟର ସାଇକେଲ ସହିତ ପ୍ଲାକାଡ ଧରି ଆସିଥିବା ବେଳେ ଅନ୍ୟ ପଟେ ମହାକାଳପଡ଼ା ରୁ ଅନେକାଂଶ ଉକ୍ତ ପ୍ଲାଷ୍ଟିକ ମୁକ୍ତ ସଚେତନତା ରାଲିରେ ଭଗନେଇଥିବା ସହିତ ଅନେକ ପରିବେଶ ବିତ୍ତ ସ୍ଵେଛା ସେବୀ ମାନେ ଅଂଶ ଗ୍ରହଣ କରିଥିଲେ,! ସବୁଠାରୁ ବଡ଼ କଥା ହେଉଛି ରାଜ୍ୟ ସରକାରଙ୍କ ଯେଉଁ ପ୍ରକାର ପ୍ରଚେଷ୍ଟା ଜାରି ରହିଛି,! ଏସିଆ ମହା ଦେଶରେ ଆନ୍ତର୍ଜାତିକ ମାନ୍ୟତା ପାଇବା ନିମନ୍ତେ ଯେଉଁ କେତେ ଗୁଡିକ ନିୟମ ଅଛି,! ସେଥି ଲାଗି ଆମକୁ ସେତିକି ପ୍ରଥମେ ସଚେତନତ ହେବାର ଆବଶ୍ୟକ ଅଛି,! ତେବେ ଆମକୁ ଜନସାଧାରଣ ମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ମୂଳ ଲକ୍ଷ୍ୟ ବୋଲି କନିକା ବନାଞ୍ଚଳ ଯୁବ କର୍ତ୍ତବ୍ୟ ନିଷ୍ଠା ରେଞ୍ଜ ଅଫିସ ର ଶ୍ରୀ ମାନସ କୁମାର ଦାସ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ କ୍ୟାମେରା ସମୁଖରେ ପ୍ରତିକ୍ରିୟା ରଖିଥିଲେ,! ସେପଟେ ରାଜନଗର ବନଖଣ୍ଡଅଧୀନରେ ଥିବା ସମସ୍ତ ଅଫିସର ଓ କର୍ମଚାରୀ ମାନଙ୍କ ମିଳିତ ଆନୁକୂଲ୍ୟ ରେ ଯୋଗଦାନ କରିଥିବା ଆଜିର ପୋଗ୍ରାମ ରେ ରାଜନଗର ରେଞ୍ଜର ଚିତ୍ତ ରଞ୍ଜନ ବେହୁରା,ଫରରେଷ୍ଟର କପିଳ ଚନ୍ଦ୍ର ପ୍ରଧାନ,ଡାଙ୍ଗମାଳ -ଫରେଷ୍ଟ ଗାର୍ଡ ସୁନୀଲ ରଞ୍ଜନ ରାଉତରାୟ,ଓକିଲପାଳ-ଫରେଷ୍ଟର ରଂଜିତ କୁମାର ରାଉତ,ବରୁଣେଇ- ଫରେଷ୍ଟର ପ୍ରଦୀପ ବେହେରା,ଖୋଳା - ଫରେଷ୍ଟର ପ୍ରଶାନ୍ତ ସିଂ,ଡାଙ୍ଗମାଳ ଫରେଷ୍ଟର ସସ୍ମିତା ସେଠୀ, ଅଭିଷେକ ପାତ୍ର,ବରୁଣେଇ-ସଂଜୀବ କୁମାର ଦାସ,ଆଜିର ସମସ୍ତ ପ୍ଲାଷ୍ଟିକ ମୁକ୍ତ ସଚେତନ ମୋଟର ସାଇକେଲ କାର୍ଯ୍ୟକ୍ରମ କୁ ପରିଚାଳନା ଦାୟିତ୍ୱ ବହନ କରିଥିଲେ ଭିତରକନିକା ବାନାଞ୍ଚଳ ଅଧିକାରୀ ଶ୍ରୀ ମାନସ କୁମାର ଦାସ ଙ୍କ ନେତୃତ୍ୱ ଓ ସମସ୍ତ ବନବିଭାଗ ର ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନେଇ ଯେଉଁ ଭାବେ ସଚେତନତା କାର୍ଯ୍ୟକ୍ରମ ବୋଧେ ହୁଏ ରାଜନଗର ପ୍ରଶାସନ ଏଭଳି ଶାନ୍ତି ଓ ଶୃଙ୍ଖଳିତ ପବ୍ଲିକ ମାନଙ୍କ ପାଇଁ ଏହା ସର୍ବ ପ୍ରଥମ ଉଦାହରଣ ହୋଇଛି ବୋଲି ଅନେକ ଲୋକେ ସାଧାରଣ ରେ ଖୁବ ପ୍ରଶଂସା ହେଉଛି,! କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (dreams rider News )

ଭିତରକନିକା କୁ ପ୍ଲାଷ୍ଟିକ ମୁକ୍ତ ଓ ପରିବେଶ ସୁରକ୍ଷା କୁ ନେଇ ବିରାଟ ମୋଟର ସାଇକେଲ ସଚେତନତା କାର୍ଯ୍ୟକ୍ରମ