ଭୁବନ ଏନଏସିକୁ ଦୁଇ ଦିନିଆ ସଟ୍ ଡାଉନ୍ କଲେ ଜିଲ୍ଲାପାଳ

ଭୁବନ ୨୩।୭: ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଦୁଇ ଦିନିଆ ସଟ୍ ଡାଉନ୍ । ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଭୁବନ ବ୍ଲକ୍ ଅନ୍ତର୍ଗତ ମହୁଲପାଳ ଗ୍ରାମର ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଭୁବନ ବଜାରକୁ ଆସି ବିଭିନ୍ନ ଦୋକାନ, ହୋଟେଲ ବୁଲିବା ସହିତ ୬୭ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଯାହା ଫଳରେ ଜିଲ୍ଲାପାଳ […]

ଭୁବନ ଏନଏସିକୁ ଦୁଇ ଦିନିଆ ସଟ୍ ଡାଉନ୍ କଲେ ଜିଲ୍ଲାପାଳ
ଭୁବନ ୨୩।୭: ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଦୁଇ ଦିନିଆ ସଟ୍ ଡାଉନ୍ । ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଭୁବନ ବ୍ଲକ୍ ଅନ୍ତର୍ଗତ ମହୁଲପାଳ ଗ୍ରାମର ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଭୁବନ ବଜାରକୁ ଆସି ବିଭିନ୍ନ ଦୋକାନ, ହୋଟେଲ ବୁଲିବା ସହିତ ୬୭ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଯାହା ଫଳରେ ଜିଲ୍ଲାପାଳ ୨୩ ଓ ୨୪ ତାରିଖକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।