ମୁଖ୍ୟମନ୍ତ୍ରୀଙ୍କୁ ହେଲା କରୋନା, ଟ୍ୱିଟ କରି ଦେଲେ ସୂଚନା

ଜୟପୁର,୨୯ ।୪: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ବଡ ବଡ ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଏହାର କବଳରୁ ରକ୍ଷା ପାଇପାରୁନାହାନ୍ତି । ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ କରୋନାର ଶିକାର ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି । ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା ଗେହଲଟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା […] The post ମୁଖ୍ୟମନ୍ତ୍ରୀଙ୍କୁ ହେଲା କରୋନା, ଟ୍ୱିଟ କରି ଦେଲେ ସୂଚନା appeared first on Odisha Bhaskar.

ମୁଖ୍ୟମନ୍ତ୍ରୀଙ୍କୁ ହେଲା କରୋନା, ଟ୍ୱିଟ କରି ଦେଲେ ସୂଚନା
ଜୟପୁର,୨୯ ।୪: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ବଡ ବଡ ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଏହାର କବଳରୁ ରକ୍ଷା ପାଇପାରୁନାହାନ୍ତି । ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ କରୋନାର ଶିକାର ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି । ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା ଗେହଲଟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଆଜି ସକାଳେ କରୋନା ପଜିଟିଭ ନେଇ ମୁଖ୍ୟମନ୍ତ୍ରୀ ଗେହଲଟ୍ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କୋଭିଡ ଟେଷ୍ଟ କରିବା ପରେ ଆଜି ମୋର ରିପୋର୍ଟ ପଜିଟିଭ ଆସିଛି । କରୋନାର କୌଣସି ଲକ୍ଷଣ ନଥିବା ବେଳେ ଏବେ ମୁଁ ସୁସ୍ଥ ଅଛି । କୋଭିଡ ପ୍ରୋଟୋକଲ ଅନୁସରଣ କରି ଆଇସୋଲେସନରେ ରହି କାର୍ଯ୍ୟ ଜାରି ରଖିବି ।’ कोविड टेस्ट करवाने पर आज मेरी रिपोर्ट भी पॉजिटिव आई है। मुझे किसी तरह के लक्षण नहीं हैं और मैं ठीक महसूस कर रहा हूं। कोविड प्रोटोकॉल का पालन करते हुए मैं आइसोलेशन में रहकर ही कार्य जारी रखूंगा। — Ashok Gehlot (@ashokgehlot51) April 29, 2021 The post ମୁଖ୍ୟମନ୍ତ୍ରୀଙ୍କୁ ହେଲା କରୋନା, ଟ୍ୱିଟ କରି ଦେଲେ ସୂଚନା appeared first on Odisha Bhaskar.