ମେରୀକମ୍‌ଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ, ୬ା୩ (ପି.ଟି.)-ସ୍ପେନ୍‌ର କାଷ୍ଟଲନଠାରେ ଚାଲିଥିବା ୩୫ତମ ବକ୍ସାମ ଇଣ୍ଟରନ୍ୟାଶନାଲ ବକ୍ସିଂ ପ୍ରତିଯୋଗିତାରେ ୬ଥର ବିଶ୍ୱ ଚାମ୍ପିୟନ ଭାରତର ଏମ୍‌.ସି. ମେରୀକମ୍‌ (୫୧କେଜି) ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଶୁକ୍ରବାର ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ସେ ଆମେରିକାର ଭର୍ଜିନିଆ ଫଚସଙ୍କଠାରୁ ହାରିଯାଇଥିଲେ। ପୂର୍ବରୁ ସୁମିତ ସାଙ୍ଗଓ୍ବାନଙ୍କ ସମେତ ପୁରୁଷ ବିଭାଗରେ ଅଲିମ୍ପିକ ଯୋଗ୍ୟତା ହାସଲକାରୀ ସତୀଶ କୁମାର (+୯୧କେଜି) ଓ ଆଶିଷ କୁମାର (୭୫କେଜି) ସେମିଫାଇନାଲରେ ପ୍ରବେଶ କରିସାରିଥିଲେ। The post ମେରୀକମ୍‌ଙ୍କୁ ବ୍ରୋଞ୍ଜ appeared first on Dharitri Odia News.