ରାଜ୍ୟର ୧୨୩ଟି କେନ୍ଦ୍ରରେ ଆଜି ଟିକାଦାନ, ଜାଣନ୍ତୁ କେଉଁଠି ହେବନି ?

ଭୁବନେଶ୍ୱର,୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖିି ରାଜ୍ୟର ୧୨୩ଟି କେନ୍ଦ୍ରରେ ଆଜି କୋଭିଡ ଟିକାକରଣ ହେବ । ୧ଟି ଜିଲ୍ଲାରେ ଆଜି କୌଣସି କେନ୍ଦ୍ରରେ ବି ଟିକାକରଣ ହେବନି । ସେହି ୧୧ଟି ଜିଲ୍ଲା ଯଥା- ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ସମ୍ବଲପୁରରେ ଅୋଜି ଟିକାକରଣ ହେବନାହିଁ ।   ତେବେ ରାଜ୍ୟରେ […] The post ରାଜ୍ୟର ୧୨୩ଟି କେନ୍ଦ୍ରରେ ଆଜି ଟିକାଦାନ, ଜାଣନ୍ତୁ କେଉଁଠି ହେବନି ? appeared first on Odisha Bhaskar.

ରାଜ୍ୟର ୧୨୩ଟି କେନ୍ଦ୍ରରେ ଆଜି ଟିକାଦାନ, ଜାଣନ୍ତୁ କେଉଁଠି ହେବନି ?
ଭୁବନେଶ୍ୱର,୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖିି ରାଜ୍ୟର ୧୨୩ଟି କେନ୍ଦ୍ରରେ ଆଜି କୋଭିଡ ଟିକାକରଣ ହେବ । ୧ଟି ଜିଲ୍ଲାରେ ଆଜି କୌଣସି କେନ୍ଦ୍ରରେ ବି ଟିକାକରଣ ହେବନି । ସେହି ୧୧ଟି ଜିଲ୍ଲା ଯଥା- ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ସମ୍ବଲପୁରରେ ଅୋଜି ଟିକାକରଣ ହେବନାହିଁ ।   ତେବେ ରାଜ୍ୟରେ ଆଜି ୮ ହଜାର ୨୧୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବଧିକ ୧୨୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ସୁନ୍ଦରଗଡରୁ ୬୩୬, କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୁଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡରୁ ୩୭୫, ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡାରୁ ୩୧୬, ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨, ନୂଆପଡାରୁ ୨୬୧, ନୟାଗଡରୁ ୨୫୦, ସୁବର୍ଣ୍ଣପୁରରୁ ୨୪୮, ଷ୍ଟେଟପୁଲ ଓ କଳାହାଣ୍ଡିରୁ ୨୩୮, ରାୟଗଡାରୁ ୨୩୨, ମୟୂରଭଞ୍ଜରୁ ୧୯୦, କୋରାପୁଟରୁ ୧୩୩, କେନ୍ଦୁଝରରୁ ୧୨୯, ଗଜପତିରୁ ୧୨୧, ଜଗତସିଂହପୁରରୁ ୧୦୬, ବୌଦ୍ଧ ଓ ଦେବଗଡରୁ ୯୮ ଲେଖାଏଁ, କେନ୍ଦ୍ରାପଡାରୁ ୮୭, କନ୍ଧମାଳରୁ ୭୭, ଗଞ୍ଜାମରୁ ୬୯, ଭଦ୍ରକରୁ ୬୩, ଢେଙ୍କାନାଳରୁ ୪୭, ମାଲକାନଗିରିରୁ ୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । The post ରାଜ୍ୟର ୧୨୩ଟି କେନ୍ଦ୍ରରେ ଆଜି ଟିକାଦାନ, ଜାଣନ୍ତୁ କେଉଁଠି ହେବନି ? appeared first on Odisha Bhaskar.