ସତ୍ୟନାରାୟଣ ପୂଜା କମିଟି ର ସଭ୍ୟା ବୃନ୍ଦ ଟାଙ୍ଗର ମୁଣ୍ଡି

-ସତ୍ୟନାରାୟଣ ପୂଜା କମିଟି ର ସଭ୍ୟା ବୃନ୍ଦ ଟାଙ୍ଗର ମୁଣ୍ଡି Date -24/4/2022/ଗଂଦିଆ କାଲୁରିଆ ପଞ୍ଚାୟତ ଓଁ ଶ୍ରୀ ଶ୍ରୀ ସତ୍ୟନାରାୟଣ ନମଃ ନୂଆ ରଙ୍ଗର ରଙ୍ଗ ମଞ୍ଚ ଓଲ୍ଲାହିଁଲେ ଗାୟକ -ଶ୍ରୀଯୁକ୍ତ ପ୍ରସନ ପଟ୍ଟନାୟକ ଙ୍କ ଲୋକ ଲୋଚନ ଶ୍ରୀଶ୍ରୀ ସତ୍ୟ ନାରାୟଣ ପୂଜା କମିଟି ର ସଭ୍ୟା ବୃନ୍ଦ, ଚଳିତ ବୈଶାଖୀ ଶୁକ୍ଲପକ୍ଷ ଷଷ୍ଠି ରେ 24/4/25/4/2022/ସୁଦ୍ଧା ଟାଙ୍ଗରମୁଣ୍ଡି ରବିବାର ଠାରୁ ସୋମବାର ପାର୍ଯ୍ୟନ୍ତ ଏହା ଜାରି ରହିବ, ଏହା ଆଗକୁ ଉନତି କରିବାର,ଯଥା ଶ୍ରୀଶ୍ରୀ ସତ୍ୟନାରାୟଣ ପୂଜା କମିଟି ର ବୃନ୍ଦ ବିକାଶ ନାଥ ଙ୍କ ଗ୍ରାମର ସମସ୍ତ କର୍ତା ଯୋଗ ଦେଇ ସାଫଲ୍ୟ ମଣ୍ଡଲ୍ୟ ଯୋଗଦାନ କରିବାକୁ ଅନୁରୋଧ, ଢେଙ୍କାନାଳ ଗଁଦିଆ ରୁ ତାପସଦାସ

ସତ୍ୟନାରାୟଣ ପୂଜା କମିଟି ର ସଭ୍ୟା ବୃନ୍ଦ ଟାଙ୍ଗର ମୁଣ୍ଡି