ସ୍ଥଗିତ ହେଲା JEE  ମେନ୍ ପରୀକ୍ଷା

ନୁଆଦିଲ୍ଲୀ, ୧୮ା୪ (ଓଡିଶା ଭାସ୍କର) : କୋଭିଡ୍ ସଂକ୍ରମଣ ପାଇଁ ସ୍ଥଗିତ ହେଲା JEE ମେନ୍ ପରୀକ୍ଷା । ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ୍ ହେବାକୁ ଯାଉଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଚଳିତ ମାସ ଏପ୍ରିଲ୍ ୨୭, ୨୮, ଏବଂ ୩୦ ତାରଇଖରେ ହୋଇଥାନ୍ତା ଏହିୁ ପରୀକ୍ଷା । ପରବର୍ତ୍ତୀ ସମୟରେ କରୋନା ସ୍ଥିତି ସମୀକ୍ଷା କରି ପରୀକ୍ଷା କରିବାର ତାରିଖ ଘୋଷଣା କରାଯିବ । ଏଥିସହିତ ୧୫ ଦିନ […] The post ସ୍ଥଗିତ ହେଲା JEE  ମେନ୍ ପରୀକ୍ଷା appeared first on Odisha Bhaskar.

ସ୍ଥଗିତ ହେଲା JEE  ମେନ୍ ପରୀକ୍ଷା
ନୁଆଦିଲ୍ଲୀ, ୧୮ା୪ (ଓଡିଶା ଭାସ୍କର) : କୋଭିଡ୍ ସଂକ୍ରମଣ ପାଇଁ ସ୍ଥଗିତ ହେଲା JEE ମେନ୍ ପରୀକ୍ଷା । ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ୍ ହେବାକୁ ଯାଉଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଚଳିତ ମାସ ଏପ୍ରିଲ୍ ୨୭, ୨୮, ଏବଂ ୩୦ ତାରଇଖରେ ହୋଇଥାନ୍ତା ଏହିୁ ପରୀକ୍ଷା । ପରବର୍ତ୍ତୀ ସମୟରେ କରୋନା ସ୍ଥିତି ସମୀକ୍ଷା କରି ପରୀକ୍ଷା କରିବାର ତାରିଖ ଘୋଷଣା କରାଯିବ । ଏଥିସହିତ ୧୫ ଦିନ ଆଗରୁ ପରବର୍ତ୍ତୀ ତାରିଖ ଘୋଷଣା କରାଯିବ । ଏନେଇ ଏନଟିଏ ପକ୍ଷରୁ ସୁଚନା ଦିଆଯାଇଛି । ତେବେ ଏନଟିଏ ଅଭ୍ୟାସ ଆପ୍ ରେ ପରୀକ୍ଷାର ପ୍ରଶ୍ନୋତ୍ତର ଅଭ୍ୟାସ କରିବାକୁ ପରାମର୍ଶ ଦିଆଯାଇଛି । ସୁଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାକୁ ନଜରରେ ରଖି ମାଟ୍ରିକ ଏବଂ +୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏଥିସହିତ ନବମ ଶେଣ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ବିନା ପରୀକ୍ଷାରେ ପାସ୍ କରାଯାଇଥିଲା । ମାଟ୍ରିକ ଏବଂ +୨ ପରୀକ୍ଷାର ମଧ୍ୟ ପରବର୍ତ୍ତୀ ତାରିଖ କରୋନା ସ୍ଥିତିକୁ ସମୀକ୍ଷା କରି ଘୋଷଣା କରାଯିବ । The post ସ୍ଥଗିତ ହେଲା JEE  ମେନ୍ ପରୀକ୍ଷା appeared first on Odisha Bhaskar.