OAV ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନଙ୍କ ଅଭିଯୋଗ କୁ ରାଜନଗର ବିଡିଓ ଙ୍କ ନାଲି ଆଖି

OAV ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନଙ୍କ ଅଭିଯୋଗ କୁ ରାଜନଗର ବିଡିଓ ଙ୍କ ନାଲି ଆଖି ରାଜ୍ୟରେ ରାଜ୍ୟସରକାର ନୂତନ କରି ଓଡିଶା ଆଦର୍ଶ ବିଦ୍ୟାଳୟ ଗଢି ତୋଳି ଥିବା ବେଳେ ମାତ୍ର ରାଜନଗର ବ୍ଲକ ରେ ଓଲଟା ଦେଖିବାକୁ ମିଳିଛି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ପ୍ରତ୍ୟେକ ଟି ମୁହୁର୍ତରେ କିଛି ନା କିଛି ସରକାରୀ ବାବୁ ମାନଙ୍କ ର ମନ ମୁଖି ସହିତ ବେପରୁଆ ମନୋ ଭାବ ପାଇଁ ଆଜି ରାଜ୍ୟ ସରକାର ଙ୍କ ର କୋଟି କୋଟି ଅର୍ଥ ପାଣିରେ ପଡ଼ିବାକୁ ଯାଉଛି,!ତେବେ ଆସନ୍ତୁ ଆଜିର ଘଟଣା ସମ୍ପର୍କ ରେ ଜାଣିବା ସତ କଥା ହେଲା 17/05/2022ଠାରୁ ରାଜନଗର ହାଇସ୍କୁଲ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ର କ୍ଲାସ 6ଶ୍ରେଣୀର ପିଲାମାନେ ଅଧୟନ କରୁଥିବା ବେଳେ ଆଜି ପ୍ରାର୍ଥନା ସମୟରେ ଜଣେ ଛାତ୍ରୀ ଓ ଆଉ ଜଣେ ଛାତ୍ର ଦୁଇ ଜଣଙ୍କୁ ଅଂଶୁ ଘାତ ହୋଇଥିଲା, ତେବେ ଏହାର କିଛି ଅନ୍ତରରେ ପୁଣି ଗୋଟିଏ ଅଘଟଣ ଆଖି ସାମନାକୁ ଆସିଥିଲା ସେକ୍ସନ ବି କ୍ଲାସରେ ହାଇଟି ବେଞ୍ଚ ର ଉପର ଅଂଶ ର ପଟ୍ଟା ଟି ଓଲଟି ଛାତ୍ରୀ ମାନଙ୍କ ମୁଣ୍ଡ ଉପରେ ପଡିବା ସହିତ ପାଦରେ ମଧ୍ୟ ପଡି ଛେଚି ହୋଇଛି,!ଅନ୍ୟ ଦିଗରେ କୌଣସି ଘଟଣା ସମ୍ପର୍କ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଭିଭାବକ ଓ ଅଭିଭାବିକା ମାନେ ଜରୁରୀ ବୈଠକ ଉକ୍ତ ହାଇସ୍କୁଲ ପରିସରରେ ଚାଲୁ ଥିବା ବେଳେ ଏପରି ଦୃଶ୍ୟ କୁ ଆଦୌ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦାୟୁତ୍ୱ ରେ ଥିବା ଅମୂଲ୍ୟ ଦାସ ତିଳେ ମାତ୍ର କର୍ଣ୍ଣ ପାତ କରି ନଥିଲେ ଓଲଟା ପାଲଟା ଜବାବ ଦେଇଥିଲେକି ମୁଁ କଣ କରି ପାରିବି ଆପଣ ମାନେ OAV ର ଯେଉଁ ମାନେ କାର୍ଯ୍ୟ ତୁଲାଉ ଛନ୍ତି,!ସେମାନଂକୁ ଆପଣ ମାନେ କହିବେ ମୋ ଦ୍ୱାରା କିଛି ହୋଇପାରିବ ନାହଁ,!ସେପଟେ ରାଜନଗର ହାଇସ୍କୁଲ 5T ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ମଧ୍ୟ କୌଣସି କାର୍ଯ୍ୟ ଠିକଣା ଢଙ୍ଗରେ ହୋଇ ନାହିଁ,!ଛାତ୍ରୀ ଓ ଛାତ୍ର ମାନଙ୍କ ର କିଛି ମୌଳିକ ସୁବିଧା ନାହଁ,! ମଧ୍ୟାହ୍ନ ଭୋଜନ,ପିଇବା ପାଣି ର କୌଣସି ସୁବିଧା ନାହଁ, ଏଥିସହିତ ବାଳିକା ମାନଙ୍କ ପାଇଁ ଉଦିଷ୍ଟ ଥିବା ଶୌଚାଳୟ ଅଳିଆ ଓଆବର୍ଜନା ରେ ପୁରି ରହିଛି, ସେପଟେ ସାଇକେଲ ଷ୍ଟାଣ୍ଡ ତିଳେ ହେଲେ କିଛି ବନ୍ଦୋବସ୍ତ ନାହିଁ, ସତ ଘଟଣା କୁ ଆମ କେନ୍ଦ୍ରାପଡ଼ା ବ୍ୟୁରେ ଚି଼୍ଫ ପରୀକ୍ଷି ବାକୁ ଯାଇ ସମସ୍ତ ଘଟଣା ଉପରେ ସତ୍ୟ ଆଧରିତ ଅନୁଧ୍ୟାନ ର ଖବର ନେବାରୁ ଯାହା ଆମ ଚ୍ୟାନେଲ ର ହସ୍ତ ଗତ ହୋଇଛି,! ଆମେ ରାଜ୍ୟର ସାଧାରଣ ଲୋକ ମାନଙ୍କ ର ସମସ୍ୟା ସହିତ ଜଡିତ ଅଛୁ,!ତେବେ Dreams Rider ଗୋଟିଏ ବୃହତ୍ତମ ନେଟୱାର୍କ 24hour ରାଜ୍ୟର ଟିକିନିଖି ସମସ୍ୟା କୁ ଖବର ସଂଗ୍ରହ କରିବା ଏବଂ ଖବର ପ୍ରସାରଣ କରିବାରେ ପୁରା ମାହିରି ଏବେ ଠୁ ସଚେତନ କରାଇଦେଉଛୁ ସୁଧୁରି ଯିବା କଥା ସୁଧୁରି ଯାଆନ୍ତୁ,! କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (Dreams Rider )

OAV ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନଙ୍କ ଅଭିଯୋଗ କୁ ରାଜନଗର ବିଡିଓ ଙ୍କ ନାଲି ଆଖି