Dreamsrider

Dreamsrider

Last seen: 5 hours ago

Member since May 29, 2020 admin@gmail.com

Following (0)

Followers (1)

States

କେଜ୍ରିଓ୍ଵାଲ କହିଲେ- ସିଙ୍ଗାପୁର ସହ ତୁରନ୍ତ ବିମାନ ସେବା ରଦ୍ଦ...

ନୂଆଦିଲ୍ଲୀ ୧୮।୦୫: ସିଙ୍ଗାପୁରରେ କରୋନା ଭାଇରସ୍‌ର ନୂତନ ଷ୍ଟ୍ରେନର ପ୍ରକୋପକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସିଙ୍ଗାପୁର ସହ ସମସ୍ତ...

Breaking News

ମେଡିକାଲ୍ ମ୍ୟାନେଜରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ପୂର୍ବାହ୍ନରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ମେଡିକାଲ୍ ମ୍ୟାନେଜର ଜଣେ ସଫେଇ କର୍ମଚାରୀଙ୍କୁ...

Breaking News

ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ନେଇ କରୋନା ସମୀକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି କରେନା। ଦିନକୁ ଦିନ ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଗଲାଣି ।...

career

Work From Home – Private Jobs in Odisha

WORK FROM HOME PRIVATE JOBS IN ODISHA Bidsanjog Technologies Private Limited (VyaparPage.com) has given a recruitment notification...

News

ପୋଲିସ ଉପସ୍ଥିତିରେ ପେଟ୍ରୋଲ୍ ଏବଂ ଟାୟାର୍ ଜାଳି କରୁଥିଲେ ଶବ ସତ୍କାର,...

ବାଲ୍ଲିଆ : ଗଙ୍ଗାନଦୀରେ ଏକାଧିକ ଶବ ଭାସିବା ଘଟଣା ସାମନାକୁ ଆସିବା ପରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ...

News

ସୁଯୋଗ ପାଇଲେ ମୁଖ୍ୟମନ୍ତ୍ରୀଙ୍କ ଜ୍ୱାଇଁ, ବିଦା ହେଲେ ସବୁ ପୁରୁଣା...

ତିରୁଭନ୍ତପୁରମ୍: ପୂରା ବଦଳିଛି କେରଳ କ୍ୟାବିନେଟ୍ । ଦୃଶ୍ୟପଟ୍ଟରେ ରହିଛନ୍ତି ସବୁ ନୂଆଁ ମୁହଁ । ଆଉ ବିଦା ହୋଇଛନ୍ତି ସମସ୍ତ ପୁରୁଣା ମନ୍ତ୍ରୀ । ଏପରିକି ସମାଜ...

News

‘ଲିଭ୍-ଇନ୍ ରିଲେସନସିପ୍ ହେଉଛି ନୈତିକ ଏବଂ ସାମାଜିକ ଦୃଷ୍ଟିକୋଣରୁ...

ଚଣ୍ଡୀଗଡ : ବର୍ତ୍ତମାନ ସମୟରେ ଅନେକ ପ୍ରେମୀଯୁଗଳ ଅଛନ୍ତି ଯେଉଁମାନେ ପ୍ରାୟତଃ ଲିଭ୍-ଇନ୍ ରିଲେସନସିପ୍ ରେ ରହୁଛନ୍ତି । କିଛି ଜଣ ସେମାନଙ୍କ ପରିବାରର ସମ୍ମତି...

News

ଆଷ୍ଟ୍ରାଜେନିକା ଡୋଜ୍ ନେବାପରେ ଫାଇଜର କେତେ ପ୍ରଭାବଶାଳୀ

ନୂଆଦିଲ୍ଲୀ : କୋଭିଡ୍ ଭୁତାଣୁ ବର୍ତ୍ତମାନ ସାରା ବିଶ୍ୱ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥିବା ବେଳେ ଏବେ ତାର ମୁକାବିଲା ପାଇଁ ଭ୍ୟାକସିନ୍ ପ୍ରସ୍ତୁତ ହୋଇଯାଇଛି...

News

କୋଭିଡ-୧୯ ରୋଗୀଙ୍କ ପାଇଁ ଅଣ୍ଟା ଭିଡିଲା କଟକ ଜିଲ୍ଲା କଂଗ୍ରେସ

କଟକ:  କୋଭିଡ  ମହାମାରୀ ବିରୁଦ୍ଧରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଉ ଏକ ଗୁରୁତ୍ବପୂର୍ଣ ଯୋଗଦାନର ଶୁଭାରମ୍ଭ କରାଯାଇଛି I ଦିନକୁ ଦିନ କୋଭିଡ ମହାମାରୀ ଦ୍ଵାରା...

States

ପୁଣି ଚର୍ଚ୍ଚାରେ ଉର୍ବଶୀ ରୌତେଲା, ‘ଭର୍ସେସ୍ ବେବି’ ରେ ପିନ୍ଧିଥିବା...

ନୂଆଦିଲ୍ଲୀ ୧୮/୦୫: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କ ମୂଲ୍ୟବାନ ଡ୍ରେସ୍ କୁ ନେଇ ପୁଣି ଥରେ ଚର୍ଚ୍ଚାରେ । ବାସ୍ତବରେ ଉର୍ବଶୀଙ୍କ ପ୍ରଥମ ଇଣ୍ଟରନେସ୍ନାଲ୍...

States

ଯାଜପୁରରେ କୋଭିଡ୍ ହସ୍ପିଟାଲକୁ ଅନୁମୋଦନ, ରହିବ ୧୫୦ଟି ଅକ୍ସିଜେନ୍...

ଭୁବନେଶ୍ବର ୧୮।୫: ଯାଜପୁରରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଯାଜପୁରରେ...

States

କୋଭିଡ ନିୟମ ଉଲଂଘନ ଅଭିଯୋଗ, ଦୁଇ ଦିନରେ ୪ଟି ବ୍ୟାଙ୍କ ସିଲ କଲେ...

କଣ୍ଟାବାଞ୍ଜି, ୧୮/୦୫: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖାଯାଉଛି । ପ୍ରଶାସନ ପକ୍ଷରୁ କୋଭିଡ...

States

ସାମ୍ନାକୁ ଆସିଲା ଆଉ ଏକ ଅମାନବନୀୟ ଘଟଣା: ଟାୟାର ଜାଳି ମୃତଦେହର...

ବଲିଆ ୧୮।୦୫: କରୋନା କାଳରେ ଉତ୍ତର ପ୍ରଦେଶ ଓ ବିହାରର ଅନେକ ସ୍ଥାନରୁ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। କେତେବେଳେ ନଦୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳୁଛି...

States

ଷଣ୍ଢ ଚୋରା ଚାଲାଣ ବେଳେ ଧରାପଡିଲେ, ଗାଡି ସହ ଜଣେ ଅଟକ

ସାଲେପୁର ୧୮।୫: ଷଣ୍ଢ ଚୋରା ଚାଲାଣ ବେଳେ ଗାଡି ସହ ଜଣେ ଅଟକ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ପାଗା ଫାଣ୍ଡି ଅଞ୍ଚଳରେ । କଟକ-ଚାନ୍ଦବାଲି ରାସ୍ତାର ସାଲେପୁର...

Breaking News

ଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

ଅନୁଗୁଳ: ଡାକ୍ତର ଉମେଶ ଚନ୍ଦ୍ର ଦଶ(୭୭) । ବରିଷ୍ଠ ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଜିଲ୍ଲାରେ ସ୍ବତନ୍ତ୍ର ପରିଚୟ ରହିଛି ତାଙ୍କର । କରୋନା ଭଳି...

Breaking News

ନୂଆପଡ଼ା: ସାଂସଦ କହୁଛନ୍ତି ସଂକ୍ରମଣ ବଢ଼ୁଛି, ଜିଲ୍ଲାପାଳ କହୁଛନ୍ତି...

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବର୍ତ୍ତମାନ କରୋନା କବଳରେ ଥିବା ବେଳେ ଏବେ କରୋନା ଗ୍ରାମଞ୍ଚଳରେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଲିଛି। ଗ୍ରାମଞ୍ଚଳରେ ସଂକ୍ରମଣକୁ...