ଅଦ୍ଭୁତ ନମନୀୟତା

ଇ˚ଲଣ୍ତ୍‌ର ଲେଲାନି ଫ୍ରାଙ୍କୋଙ୍କ ଶରୀର ଆଶ୍ଚର୍ଯ୍ୟଜନକ ଭାବେ ନମନୀୟ। ସେ ଛୋଟିଏ ସୁଟ୍‌କେସ୍‌ରେ ନିଜକୁ ସ˚ପୂର୍ଣ୍ଣ ଭାବେ ଭର୍ତ୍ତିକରିପାରନ୍ତି। ପାଦ ଅଙ୍ଗୁଳି ସାହାଯ୍ୟରେ ହାତ ନଖରେ ନେଲ୍‌ ପଲିସ୍‌ ଲଗାଇପାରନ୍ତି; ସିଗାରେଟ୍‌ ପିଇପାରନ୍ତି। ଏ ଭଳି ଶରୀର ପାଇବା ପାଇଁ ସେ କୌଣସି ପ୍ରକାରର ସ୍ବତନ୍ତ୍ର ତାଲିମ ନେଇ ନ ଥିବା ପ୍ରକାଶ। ପାଦ ଅଙ୍ଗୁଳିରେ ବ୍ରସ୍‌ ଧରି ଦାନ୍ତ ସଫାକରିହେବନାହିଁ କି ନାହିଁ, ପିଲାଦିନେ ମୁଣ୍ଡରେ ପଶିଥିଲା। ନିୟମିତ ଅଭ୍ୟାସ ଦ୍ବାରା ସିଦ୍ଧି ହାସଲ କରିଥିଲେ। […] The post ଅଦ୍ଭୁତ ନମନୀୟତା first appeared on Sambad.

ଅଦ୍ଭୁତ ନମନୀୟତା
ଇ˚ଲଣ୍ତ୍‌ର ଲେଲାନି ଫ୍ରାଙ୍କୋଙ୍କ ଶରୀର ଆଶ୍ଚର୍ଯ୍ୟଜନକ ଭାବେ ନମନୀୟ। ସେ ଛୋଟିଏ ସୁଟ୍‌କେସ୍‌ରେ ନିଜକୁ ସ˚ପୂର୍ଣ୍ଣ ଭାବେ ଭର୍ତ୍ତିକରିପାରନ୍ତି। ପାଦ ଅଙ୍ଗୁଳି ସାହାଯ୍ୟରେ ହାତ ନଖରେ ନେଲ୍‌ ପଲିସ୍‌ ଲଗାଇପାରନ୍ତି; ସିଗାରେଟ୍‌ ପିଇପାରନ୍ତି। ଏ ଭଳି ଶରୀର ପାଇବା ପାଇଁ ସେ କୌଣସି ପ୍ରକାରର ସ୍ବତନ୍ତ୍ର ତାଲିମ ନେଇ ନ ଥିବା ପ୍ରକାଶ। ପାଦ ଅଙ୍ଗୁଳିରେ ବ୍ରସ୍‌ ଧରି ଦାନ୍ତ ସଫାକରିହେବନାହିଁ କି ନାହିଁ, ପିଲାଦିନେ ମୁଣ୍ଡରେ ପଶିଥିଲା। ନିୟମିତ ଅଭ୍ୟାସ ଦ୍ବାରା ସିଦ୍ଧି ହାସଲ କରିଥିଲେ। ଏ ଭଳି କରୁଥିବା ବେଳେ ସେ ଆଜି ଯାଏ ଥରେ ହେଲେ ଆହତ ହୋଇନାହାନ୍ତି। The MirrorThe post ଅଦ୍ଭୁତ ନମନୀୟତା first appeared on Sambad.