ଅନୁଭବ-ବର୍ଷା ବିବାଦ: ସୁପ୍ରିମକୋର୍ଟ ଗଲେ ବର୍ଷା

କଟକ, ୧୯ା୯(ଓଡ଼ିଶା ଭାସ୍କର): ଓଲିଉଡ଼ ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଆଜି ଏହି ମାମଲାରେ ସୁପ୍ରିମକୋର୍ଟ ଯାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି ମାମଲା ସୁପ୍ରିମକୋର୍ଟରୁ କଟକକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ଆବେଦନ କରିଛନ୍ତି । କଟକ ଫାମିଲି କୋର୍ଟକୁ ସ୍ଥାନାନ୍ତର ପାଇଁ ସେ ଅନୁରୋଧ କରିଛନ୍ତି । ଏହାସହ ମାମଲା ଲଢ଼ିବାକୁ […] The post ଅନୁଭବ-ବର୍ଷା ବିବାଦ: ସୁପ୍ରିମକୋର୍ଟ ଗଲେ ବର୍ଷା appeared first on Odisha Bhaskar.

ଅନୁଭବ-ବର୍ଷା ବିବାଦ: ସୁପ୍ରିମକୋର୍ଟ ଗଲେ ବର୍ଷା
କଟକ, ୧୯ା୯(ଓଡ଼ିଶା ଭାସ୍କର): ଓଲିଉଡ଼ ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଆଜି ଏହି ମାମଲାରେ ସୁପ୍ରିମକୋର୍ଟ ଯାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି ମାମଲା ସୁପ୍ରିମକୋର୍ଟରୁ କଟକକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ଆବେଦନ କରିଛନ୍ତି । କଟକ ଫାମିଲି କୋର୍ଟକୁ ସ୍ଥାନାନ୍ତର ପାଇଁ ସେ ଅନୁରୋଧ କରିଛନ୍ତି । ଏହାସହ ମାମଲା ଲଢ଼ିବାକୁ ବର୍ଷା ଯାଇପାରିବେ ନାହିଁ ବୋଲି ପୂର୍ବରୁ ଜଣାଇଥିଲେ । ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ଆଇନୀଜୀବୀ ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇଥିଲେ । The post ଅନୁଭବ-ବର୍ଷା ବିବାଦ: ସୁପ୍ରିମକୋର୍ଟ ଗଲେ ବର୍ଷା appeared first on Odisha Bhaskar.