ଅସ୍ତ୍ରୋପଚାର ସମୟରେ ଡାକ୍ତର ବ୍ୟବହାର କରିଥିଲେ ଚାମଚ : ପେଟରୁ ବାହାରିଲା…
ନୂଆଦିଲ୍ଲୀ ୦୨/୧୦: ଆପଣ ନିଶ୍ଚିତ ଭାବରେ ଅନେକ ଥର ଚାମଚ ବ୍ୟବହାର କରିଥିବେ । ଭାରତରେ ଚାମଚ ସହିତ ଖାଇବାର କୋଣସି ପରମ୍ପରା ନାହିଁ, କିନ୍ତୁ ଆଜିର ଆଧୁନିକ ଯୁଗରେ ଅନେକ ଲୋକ ହାତ ବଦଳରେ ଚାମଚ ସହିତ ଖାଇବା ଆରମ୍ଭ କରିଛନ୍ତି । ଆପଣ ନିଶ୍ଚିତ ଭାବରେ ଷ୍ଟିଲ୍ ଚାମଚରୁ ରୂପା ଚାମଚ ପର୍ଯ୍ୟନ୍ତ ଦେଖିଥିବେ । କିନ୍ତୁ ଆପଣ ଜାଣନ୍ତି କି ଚିକିତ୍ସା ଦୁନିଆରେ ଏକ ସର୍ଜିକାଲ୍ ଚାମଚ ମଧ୍ୟ ଅଛି? ହଁ, ଏହା ଏକ ସାଧାରଣ ଚାମଚ ପରି ଦେଖାଯାଏ । କିନ୍ତୁ ଏହା କ’ଣ ପାଇଁ ବ୍ୟବହୃତ ହୁଏ ଜାଣିବା ପରେ, ଆପଣ ଚାମଚରେ ଖାଇବା ବନ୍ଦ କରି ଦେବେ ।
NHS ସର୍ଜନ ଡ.କରଣ ରଞ୍ଜନ ଟିକ୍ଟକ୍ରେ ବହୁତ ସକ୍ରିୟ ଅଟନ୍ତି। କରଣ ସୋସିଆଲ MDA ରେ ଦୁନିଆ ର ବିଷୟରେ ଅନେକ ଜିନିଷ ସେୟାର କରନ୍ତି । ନିକଟରେ ସେ ତାଙ୍କ ଆକାଉଣ୍ଟରେ ଏକ ନୂଆ ଭିଡିଓ ଅପଲୋଡ୍ କରିଥିଲେ । ଏଥିରେ ସେ କହିଥିଲେ ଯେ ଚିକିତ୍ସା ଦୁନିଆରେ ମଧ୍ୟ ଏକ ଚାମଚ ବ୍ୟବହାର କରାଯାଏ। ଏହାର ନାମ ସର୍ଜିକାଲ୍ ଚାମଚ, ଯାହାକୁ ରେକ୍ଟାଲ୍ ଚାମଚ ମଧ୍ୟ କୁହାଯାଏ । ଏହି ଚାମଚ ପେଟର ଅସ୍ତ୍ରୋପଚାରରେ ବ୍ୟବହୃତ ହୁଏ । ଏନେଇ ଡାକ୍ତର କହିଛନ୍ତି ଯେ ରୋଗୀର ପେଟରୁ ମଳ ବାହାର କରିବା ପାଇଁ ରେକ୍ଟାଲ୍ ଚାମଚ ବ୍ୟବହାର କରାଯାଏ।
News18hindiତେବେ ଟିକ୍ଟକ୍ରେ, ଡକ୍ଟର କରଣ ନାମକ ଏକ ଆକାଉଣ୍ଟ କରି ଅନେକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ରେକ୍ଟାଲ୍ ଚାମଚ ବିଷୟରେ କହିଥିଲେ । ପେଟ ଖରାପ ହୋଇଥିବା ରୋଗୀ ଉପରେ ଏହି ଚାମଚ ବ୍ୟବହାର କରାଯାଏ । ଅପରେସନ୍ ପୂର୍ବରୁ ରୋଗୀର ପେଟରେ ଥିବା ସମସ୍ତ ମଳ ଏକ ଚାମଚ ଦ୍ୱାରା ବାହାର କରାଯାଇଥାଏ । ରୋଗୀର ପେଟ ସଂପୂର୍ଣ୍ଣ ସଫା ହୋଇଯାଏ । ଯାହାଦ୍ୱାରା ଅସ୍ତ୍ରୋପଚାରରେ କୌଣସି ବାଧା ନଥାଏ । ଡକ୍ଟର କରଣ କହିଛନ୍ତି ଯେ ଅସ୍ତ୍ରୋପଚାର ପୂର୍ବରୁ ସେ ଚାମଚରୁ ମଳ ତାଙ୍କ ଜୁନିଅରମାନଙ୍କୁ କାଢିବାର କାର୍ଯ୍ୟ ଦିଅନ୍ତି।
ଏହା ସହ ରୋଗୀର ପେଟରୁ ଚକୋଲେଟ୍ ପୁଡିଙ୍ଗ ବାହାର କରିବା ପାଇଁ ସେ ଏହି ଚାମଚ ବ୍ୟବହାର କରିଥିଲେ। ଏହା ଏକ ସାଧାରଣ ଚାମଚ ପରି ଦେଖାଯାଏ । କିନ୍ତୁ ଏହା ଏକ ରକ୍ଟାଲ୍ ଚାମଚ । ଡକ୍ଟର କରଣ କହିଛନ୍ତି ଯେ ଏହି ଚାମଚ ଦୁଇଟି ଭିନ୍ନ ଆକାରରେ ଆସିଥାଏ । ଏହି ଭିଡିଓ ଦୁଇ ଦିନ ପୂର୍ବରୁ ଅପଲୋଡ୍ ହୋଇଥିଲା । ଯାହାକି ଏପର୍ଯ୍ୟନ୍ତ ୧୦ ଲକ୍ଷ ଲୋକ ଏହାକୁ ଦେଖି ସାରିଛନ୍ତି । ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି ଯେ ବର୍ତ୍ତମାନ ସେମାନେ ଚାମଚରେ ଖାଦ୍ୟ ଖାଇବେ ନାହିଁ ।