ଆଖିବୁଜିଲେ ଏହି ଲୋକପ୍ରିୟ ନିର୍ଦ୍ଦେଶକ

ମରାଠୀ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ସୁମିତ୍ରା ଭାବେଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ଅସୁସ୍ଥ ହୋଇ ପୁଣେର ଏକ ଘରୋଇ ହସ୍ପିିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସୁମିତ୍ରା ଜଣେ ନିର୍ଦ୍ଦେଶକ ସାଙ୍ଗକୁ ଲେଖିକା ତଥା ଗୀତିକାର ମଧ୍ୟ ଥିଲେ। ସେ ପ୍ରାୟ ୫୦ଟି କ୍ଷୁଦ୍ର ଫିଲ୍ମ ଏବଂ କିଛି ମରାଠୀ ସିରିଏଲ୍‌ରେ ନିର୍ଦ୍ଦେଶନା ଦେଇଥିଲେ। ସୁମିତ୍ରାଙ୍କ ମୃତ୍ୟୁ ଖବର ଅଭିନେତା ନେଇ ମୋହନ ଅଗାଶେ […] The post ଆଖିବୁଜିଲେ ଏହି ଲୋକପ୍ରିୟ ନିର୍ଦ୍ଦେଶକ appeared first on Dharitri Odia News.

ଆଖିବୁଜିଲେ ଏହି ଲୋକପ୍ରିୟ ନିର୍ଦ୍ଦେଶକ
ମରାଠୀ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ସୁମିତ୍ରା ଭାବେଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ଅସୁସ୍ଥ ହୋଇ ପୁଣେର ଏକ ଘରୋଇ ହସ୍ପିିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସୁମିତ୍ରା ଜଣେ ନିର୍ଦ୍ଦେଶକ ସାଙ୍ଗକୁ ଲେଖିକା ତଥା ଗୀତିକାର ମଧ୍ୟ ଥିଲେ। ସେ ପ୍ରାୟ ୫୦ଟି କ୍ଷୁଦ୍ର ଫିଲ୍ମ ଏବଂ କିଛି ମରାଠୀ ସିରିଏଲ୍‌ରେ ନିର୍ଦ୍ଦେଶନା ଦେଇଥିଲେ। ସୁମିତ୍ରାଙ୍କ ମୃତ୍ୟୁ ଖବର ଅଭିନେତା ନେଇ ମୋହନ ଅଗାଶେ ସୂଚନା ଦେଇଛନ୍ତି। The post ଆଖିବୁଜିଲେ ଏହି ଲୋକପ୍ରିୟ ନିର୍ଦ୍ଦେଶକ appeared first on Dharitri Odia News.