ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ପଜିଟିଭ୍

ନୂଆଦିଲ୍ଲୀ,୨ ।୧୦: କରୋନାରେ ଅଧିକ ପ୍ରଭାବିତ ହେଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର କବଜାକୁ ଆସିଛନ୍ତି । ଏନେଇ ଆଜି ସକାଳେ ଟ୍ରମ୍ପ ଟ୍ୱିଟ ଜରିଆରେ କହିଛନ୍ତି ଯେ, ସେ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଦୁହେଁ କ୍ୱାରେଣ୍ଟାଇନରେ ରହିଛନ୍ତି । Tonight, @FLOTUS and I tested positive for COVID-19. We will begin our […] The post ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ପଜିଟିଭ୍ appeared first on Odisha Bhaskar.

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ପଜିଟିଭ୍
ନୂଆଦିଲ୍ଲୀ,୨ ।୧୦: କରୋନାରେ ଅଧିକ ପ୍ରଭାବିତ ହେଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର କବଜାକୁ ଆସିଛନ୍ତି । ଏନେଇ ଆଜି ସକାଳେ ଟ୍ରମ୍ପ ଟ୍ୱିଟ ଜରିଆରେ କହିଛନ୍ତି ଯେ, ସେ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଦୁହେଁ କ୍ୱାରେଣ୍ଟାଇନରେ ରହିଛନ୍ତି । Tonight, @FLOTUS and I tested positive for COVID-19. We will begin our quarantine and recovery process immediately. We will get through this TOGETHER! — Donald J. Trump (@realDonaldTrump) October 2, 2020 ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ସଚିବ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ଲକ୍ଷଣ ପରେ ତାଙ୍କ ବ୍ୟକ୍ତିଗତ ସଚିବ ହୋପ୍ ହିକ୍ସ ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ହୋପ୍ ହିକ୍ସ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଏୟାର ଫୋର୍ସରେ ନିୟମିତ ଯାତ୍ରା କରନ୍ତି । The post ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ପଜିଟିଭ୍ appeared first on Odisha Bhaskar.