ଏନସିବି ଆଗରେ ଶ୍ରଦ୍ଧା କପୁରଙ୍କ ବଡ ଖୁଲାସା, ଜାଣନ୍ତୁ କଣ

ମୁମ୍ବାଇ, ୨୬/୯: ଏନସିବି ଆଗରେ ଶ୍ରଦ୍ଧା କପୁର  ଏକ ବଡ ଖୁଲାସା କରିିିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ସହ ପାର୍ଟିକୁ ଯିବା କଥା ସ୍ୱୀକାର କରିିିଛନ୍ତି ଶ୍ରଦ୍ଧା ।  କିନ୍ତୁ ସମସ୍ତ ପ୍ରକାର ଡ୍ରଗ୍ସ ଲିଙ୍କ ଓ ପାର୍ଟିରେ ଡ୍ରଗ୍ସ ସେବନ ଅଭିଯୋଗକୁ ମଧ୍ଯ ଅସ୍ୱୀକାର କରିଛନ୍ତି ଶ୍ରଦ୍ଧା କପୁର।  ଅନ୍ୟପଟେ ଏନସିବି ପାଖରେ କରିସ୍ମା ସହ କରିଥିବା ଡ୍ରଗ୍ସ ଚାଟକୁ ମାନିଛନ୍ତି ଦୀପିକା । ୨୦୧୭ରେ ହେସ ଯୋଗାଇ ଦେବା ପାଇଁ କରିସ୍ମାଙ୍କୁ କହିଥିଲେ […] The post ଏନସିବି ଆଗରେ ଶ୍ରଦ୍ଧା କପୁରଙ୍କ ବଡ ଖୁଲାସା, ଜାଣନ୍ତୁ କଣ appeared first on Odisha Bhaskar.

ଏନସିବି ଆଗରେ ଶ୍ରଦ୍ଧା କପୁରଙ୍କ ବଡ ଖୁଲାସା, ଜାଣନ୍ତୁ କଣ
ମୁମ୍ବାଇ, ୨୬/୯: ଏନସିବି ଆଗରେ ଶ୍ରଦ୍ଧା କପୁର  ଏକ ବଡ ଖୁଲାସା କରିିିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ସହ ପାର୍ଟିକୁ ଯିବା କଥା ସ୍ୱୀକାର କରିିିଛନ୍ତି ଶ୍ରଦ୍ଧା ।  କିନ୍ତୁ ସମସ୍ତ ପ୍ରକାର ଡ୍ରଗ୍ସ ଲିଙ୍କ ଓ ପାର୍ଟିରେ ଡ୍ରଗ୍ସ ସେବନ ଅଭିଯୋଗକୁ ମଧ୍ଯ ଅସ୍ୱୀକାର କରିଛନ୍ତି ଶ୍ରଦ୍ଧା କପୁର।  ଅନ୍ୟପଟେ ଏନସିବି ପାଖରେ କରିସ୍ମା ସହ କରିଥିବା ଡ୍ରଗ୍ସ ଚାଟକୁ ମାନିଛନ୍ତି ଦୀପିକା । ୨୦୧୭ରେ ହେସ ଯୋଗାଇ ଦେବା ପାଇଁ କରିସ୍ମାଙ୍କୁ କହିଥିଲେ । କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇବା ପାଇଁ କହିଥିଲେ ମ୍ୟାନେଜର କରିସ୍ମା ।   The post ଏନସିବି ଆଗରେ ଶ୍ରଦ୍ଧା କପୁରଙ୍କ ବଡ ଖୁଲାସା, ଜାଣନ୍ତୁ କଣ appeared first on Odisha Bhaskar.