ଏସଆଇଟି ଗଠନକୁ ନେଇ ପ୍ରଶ୍ନ ଉଠାଇଲେ ନରସିଂହ

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲା ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ । ତେବେ ଏସଆଇଟିର ମୁଖ୍ୟ ଭାବେ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।ଏବେ ଏସଆଇଟି ଗଠନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ନରସିଂହଙ୍କ କହିଛନ୍ତି ଯେ, ୩୬ ସିଆରପିସି ଅନୁଯାୟୀ ଏସଆଇଟି ମୁଖ୍ୟଙ୍କର ତଦନ୍ତ କ୍ଷମତା ନାହିଁ । The post ଏସଆଇଟି ଗଠନକୁ ନେଇ ପ୍ରଶ୍ନ ଉଠାଇଲେ ନରସିଂହ appeared first on Odisha Bhaskar.