କାଜୁ ବଗିଚାରୁ ମୁର୍ତ ଦେହ ଉଦ୍ଧାର, ବାରହା ଆକ୍ରମଣ ସନ୍ଦେହ

କାଜୁ ବଗିଚାରୁ ମୁର୍ତ ଦେହ ଉଦ୍ଧାର, ବାରହା ଆକ୍ରମଣ ସନ୍ଦେହ ଢେଙ୍କାନାଳ ଟାଉନ ଥାନା 8ନମ୍ବର ୱାର୍ଡ ବାଂଝକୁସୁମ କାଜୁ ବଗିଚାରୁ ଏକ ମୁର୍ତ ଦେହ ଉଦ୍ଧାର ହୋଇଛି,ମୂର୍ତକ ବାଂଝକୁସୁମ ଗ୍ରାମର ଦିବାକର ଙ୍କର ମୁର୍ତ୍ତୃ ହୋଇଥିଲା, ପରିବାର ପକ୍ଷରୁ ସୂଚନା ଦେଇଥିବାବେଳେ ଟାଉନ ପୋଲିସ ଓ ବନ ବିଭାଗ ର କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି, ପରିବାର ଙ୍କ ସୂଚନା ମୁତାବକ ଦିବାକର ଏବଂ ତାଙ୍କର ଜଣେ ବନ୍ଧୁ ଶ୍ରୀକାନ୍ତ ଗ୍ରାମ ନିକଟ ଏକ ବଗିଚାକୁ ପ୍ରତେକ ଦିନ ଯାଇ କାଜୁ ଜଗୁଥିଲେ, ଗତକାଲି ଦିବାକର କାଜୁ ଜଗିବା ପାଇଁ ଆସି ଆଉ ଫେରିନଥିଲେ, ବିକ୍ଷତ ଭାବେ ଦିବାକର ଙ୍କର ମୁର୍ତ ଦେହକୁ ଦେଖୀ ଟାଉନ ପୋଲିସକୁ ଖବର ଦିଆଯାଇଥିଲା, ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ବ କରିଥିଲା, ପ୍ରାଥମିକ ତଦନ୍ତରୁ ଜଣା ପଡିବା ପରେ ବନବିଭାଗ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି, ହେଲେ ଏହା ବାରହା ଆକ୍ରମଣ ରେ ମୁର୍ତ୍ତୃ ହୋଇଥୁବା ଗ୍ରାମବାସୀ ମାନେ ବିଶ୍ୱାସ କରିପାରୁନଥିବା ବେଳେ ଶବ ଵେବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟସତ ଜଣାପଡିବ, ଢେଙ୍କାନାଳ ରୁ ତାପସଦାସ ଙ୍କ ରିପୋର୍ଟ

କାଜୁ ବଗିଚାରୁ ମୁର୍ତ ଦେହ ଉଦ୍ଧାର, ବାରହା ଆକ୍ରମଣ ସନ୍ଦେହ