କୋଭିଡ୍‌ ପାଇଁ ମାସେ ଘୁଞ୍ଚତ୍ଲା ଓସ୍କାର

କୋଭିଡ୍‌ ମହାମାରୀ କାରଣରୁ ଓସ୍କାର ଫିଲ୍ମୋତ୍ସବ-୨୦୨୨କୁ ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଏକାଡେମୀ ଅଫ୍‌ ମୋଶନ ପ୍ରିକ୍‌ଚର ଆଟର୍‌ସ ଆଣ୍ଡ୍‌ ସାଇନ୍ସ (ଏଏମ୍‌ପିଏଏସ୍‌) ଏହି ନିଷ୍ପତ୍ତି ନେଇଛି। ଏହି ପୁରସ୍କାର ବିତରଣୀ ଉତ୍ସବ ୨୦୨୨ ଫେବୃୟାରୀ ୨୭ରେ ହେବାକୁ ପୂର୍ବରୁ ସ୍ଥିର ହୋଇଥିଲା। ଏବେ ଏହାକୁ ମାର୍ଚ୍ଚ ୨୭ରେ କରିବା ପାଇଁ ଏଏମ୍‌ପିଏଏସ୍‌ ନିଷ୍ପତ୍ତି ନେଇଥିବା ଏକ ବିବୃତିରେ କୁହାଯାଇଛି। ଏହି ଏକାଡେମୀ ପୁରସ୍କାର ବିବେଚନା ପାଇଁ ଯୋଗ୍ୟତା ସମୟସୀମା ଡିସେମ୍ବର ୩୧ ରଖାଯାଇଛି। ମହାମାରୀ ପାଇଁ […] The post କୋଭିଡ୍‌ ପାଇଁ ମାସେ ଘୁଞ୍ଚତ୍ଲା ଓସ୍କାର appeared first on Dharitri Odia News.

କୋଭିଡ୍‌ ପାଇଁ ମାସେ ଘୁଞ୍ଚତ୍ଲା ଓସ୍କାର
କୋଭିଡ୍‌ ମହାମାରୀ କାରଣରୁ ଓସ୍କାର ଫିଲ୍ମୋତ୍ସବ-୨୦୨୨କୁ ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଏକାଡେମୀ ଅଫ୍‌ ମୋଶନ ପ୍ରିକ୍‌ଚର ଆଟର୍‌ସ ଆଣ୍ଡ୍‌ ସାଇନ୍ସ (ଏଏମ୍‌ପିଏଏସ୍‌) ଏହି ନିଷ୍ପତ୍ତି ନେଇଛି। ଏହି ପୁରସ୍କାର ବିତରଣୀ ଉତ୍ସବ ୨୦୨୨ ଫେବୃୟାରୀ ୨୭ରେ ହେବାକୁ ପୂର୍ବରୁ ସ୍ଥିର ହୋଇଥିଲା। ଏବେ ଏହାକୁ ମାର୍ଚ୍ଚ ୨୭ରେ କରିବା ପାଇଁ ଏଏମ୍‌ପିଏଏସ୍‌ ନିଷ୍ପତ୍ତି ନେଇଥିବା ଏକ ବିବୃତିରେ କୁହାଯାଇଛି। ଏହି ଏକାଡେମୀ ପୁରସ୍କାର ବିବେଚନା ପାଇଁ ଯୋଗ୍ୟତା ସମୟସୀମା ଡିସେମ୍ବର ୩୧ ରଖାଯାଇଛି। ମହାମାରୀ ପାଇଁ ପୂର୍ବ ଏଡିଶନରେ ଯୋଗ୍ୟତା ସମୟସୀମା ୨୦୨୧ ଫେବୃୟାରୀ ୨୮ ରଖାଯାଇଥିଲା। ଫଳରେ ‘ଦି ୟୁନାଇଟେଡ୍‌ ଷ୍ଟେଟ୍ସ ଭର୍ସେସ ବିଲ୍ଲି ହଲିଡେ’ ଏବଂ ‘ଜୁଡାସ୍‌ ଆଣ୍ଡ ଦି ବ୍ଲାକ୍‌ ମେସିହା’ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟାରେ ସାମିଲ ହୋଇପାରି ନ ଥିଲେ। The post କୋଭିଡ୍‌ ପାଇଁ ମାସେ ଘୁଞ୍ଚତ୍ଲା ଓସ୍କାର appeared first on Dharitri Odia News.