କେମିତି ବଢାଇବେ ରୋଗ ପ୍ରତିରୋଧକ ଶକ୍ତି | Immunity Boosting Foods

କରୋନାରୁ ରକ୍ଷା ପାଇବା ପାଇଁ ଆମେ ଏଠାରେ କିଛି ପଦକ୍ଷେପ ସମ୍ପର୍କରେ ଆପଣଙ୍କୁ କହୁଛୁ । ଆପଣ ମାନେ ଏହାକୁ ନିୟମିତ ଭାବେ ମାନିଲେ କରୋନା ଦାଉରୁ ରକ୍ଷା ପାଇ ପାରିବେ । ଯେପରିକି ଖାଦ୍ୟରେ ନିୟମିତ ହଳଦୀ, ଜିରା, ରସୁଣ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିଲେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ । ସମୟ ସମୟରେ ପାରିବେ ଯଦି ଉଷୁମ ପାଣି ପିଅନ୍ତୁ । The post କେମିତି ବଢାଇବେ ରୋଗ ପ୍ରତିରୋଧକ ଶକ୍ତି | Immunity Boosting Foods appeared first on Dharitri Odia News.