କର୍ଣ୍ଣାଟକରେ ଭୂକମ୍ପ ଝଟ୍‌କା, ୫ ମିନିଟ୍‌ରେ ୨ ଥର ଥରିଲା ଭୂମି

ବେଙ୍ଗାଲୁରୁ ୨୨।୧୨: ଦୁଇ ଦୁଇ ଥର ଭୂକମ୍ପ ଝଟ୍‌କା । ଯାହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ବେଙ୍ଗାଲୁରୁ ଠାରୁ ୭୦ କିମି ଦୂରରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି । Two earthquakes of magnitude 2.9 & 3.0 were recorded in Chikkaballapura District today morning, says Karnataka State Natural Disaster Monitoring Centre.— ANI (@ANI) December 22, 2021 ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ବେଙ୍ଗାଲୁରୁ ଠାରୁ ୭୦ କିମି ଦୂରରେ ଥିବା ଚିକ୍କାବାଲାପୁରରେ ଠାରେ ଦୁଇ ଦୁଇ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ଯାହାକୁ ନେଇ ଲୋକଙ୍କ ମନରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ପ୍ରଥମ  ସକାଳ ୭ଟା ୯ ମିନିଟରେ ୨.୯ରେ ତିବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଏହାପରେ ୭ଟା ୧୪ ମିନିଟରେ ଆଉ ଏକ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ଆସିଥିଲେ । ହେଲେ ବର୍ତ୍ତମାନ ଯାଏଁ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ସୂଚନା ମିଳିନାହିଁ । ଭୂକମ୍ପ ଝଟ୍‌କା ପରେ ଘରୁ କିଛି ଲୋକ ବାହାରକୁ ଆସିଥିବା ଦେଖିବାକୁ ମିଳିଥିଲା ।