କରୋନା ନେଲା ଆଉ ୯ଜୀବନ, ରାଜ୍ୟରେ ୨୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୫ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକ ୯ଜଣଙ୍କ ମଧ୍ୟରେ ଗଞ୍ଜାମର ୫ଜଣ, ସୁନ୍ଦରଗଡ଼, ଗଜପତି, କେନ୍ଦୁଝର ଓ ଖୋର୍ଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । 2. A 55 year old male of […] The post କରୋନା ନେଲା ଆଉ ୯ଜୀବନ, ରାଜ୍ୟରେ ୨୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା appeared first on Odisha Bhaskar.

କରୋନା ନେଲା ଆଉ ୯ଜୀବନ, ରାଜ୍ୟରେ ୨୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର, ୫ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକ ୯ଜଣଙ୍କ ମଧ୍ୟରେ ଗଞ୍ଜାମର ୫ଜଣ, ସୁନ୍ଦରଗଡ଼, ଗଜପତି, କେନ୍ଦୁଝର ଓ ଖୋର୍ଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । 2. A 55 year old male of Sundergarh district who was also suffering from Diabetes. 3. A 52 year old female of Ganjam district. 4. A 59 year old male of Ganjam district. 5. A 27 year old male of Gajapati district. — H & FW Dept Odisha (@HFWOdisha) August 5, 2020 9. A 63 year old male of Ganjam district who was also suffering from Uncontrolled Diabetes and Chronic Kidney Disease. — H & FW Dept Odisha (@HFWOdisha) August 5, 2020 The post କରୋନା ନେଲା ଆଉ ୯ଜୀବନ, ରାଜ୍ୟରେ ୨୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା appeared first on Odisha Bhaskar.