କରୋନା ପାଇଁ ମୁକୁଳିଲେ କଏଦୀ

ଭୁବନେଶ୍ୱର, ୨୯ା୭(ଓଡ଼ିଶା ଭାସ୍କର): କରୋନା ପାଇଁ ଜେଲରୁ ମୁକୁଳିଛନ୍ତି ୧୬,୭୮୯ କଏଦୀ । ୩୦ଜିଲ୍ଲାର ୮୭ଜେଲରୁ ମୁକୁଳିଛନ୍ତି କଏଦୀ । ଏମାନଙ୍କ ମଧ୍ୟରେ ୧୬,୬୩୯ ବିଚାରଧୀନ ଓ ୧୫୦ଜଣ ସଜ୍ଜା କାଟୁଥିବା କଏଦୀ ରହିଛନ୍ତିି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠିତ କମିଟି ଏହିପରି ନିଷ୍ପତ୍ତି ନେଇଛି । ୨୦ ମାର୍ଚ୍ଚରୁ ଜୁଲାଇ ୮ ଯାଏଁ କଏଦୀମାନଙ୍କୁ ମୁକ୍ତ କରିଛନ୍ତିି । କରୋନା କାଳରେ ଜେଲରୁ ଭିଡ଼ କମ୍ କରିବା ପାଇଁ ଏହିପରି ନିଷ୍ପତ୍ତି ନିଆଯାଇଥିବା ନେଇ […] The post କରୋନା ପାଇଁ ମୁକୁଳିଲେ କଏଦୀ appeared first on Odisha Bhaskar.

କରୋନା ପାଇଁ ମୁକୁଳିଲେ କଏଦୀ
ଭୁବନେଶ୍ୱର, ୨୯ା୭(ଓଡ଼ିଶା ଭାସ୍କର): କରୋନା ପାଇଁ ଜେଲରୁ ମୁକୁଳିଛନ୍ତି ୧୬,୭୮୯ କଏଦୀ । ୩୦ଜିଲ୍ଲାର ୮୭ଜେଲରୁ ମୁକୁଳିଛନ୍ତି କଏଦୀ । ଏମାନଙ୍କ ମଧ୍ୟରେ ୧୬,୬୩୯ ବିଚାରଧୀନ ଓ ୧୫୦ଜଣ ସଜ୍ଜା କାଟୁଥିବା କଏଦୀ ରହିଛନ୍ତିି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠିତ କମିଟି ଏହିପରି ନିଷ୍ପତ୍ତି ନେଇଛି । ୨୦ ମାର୍ଚ୍ଚରୁ ଜୁଲାଇ ୮ ଯାଏଁ କଏଦୀମାନଙ୍କୁ ମୁକ୍ତ କରିଛନ୍ତିି । କରୋନା କାଳରେ ଜେଲରୁ ଭିଡ଼ କମ୍ କରିବା ପାଇଁ ଏହିପରି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି । The post କରୋନା ପାଇଁ ମୁକୁଳିଲେ କଏଦୀ appeared first on Odisha Bhaskar.