କରୋନା ଯୋଦ୍ଧାଙ୍କ ପରଲୋକ

କଟକ,୫ ।୧୦(ଓଡିଶା ଭାସ୍କର): କୋଭିଡ କଣ୍ଟ୍ରୋଲ ରୁମ ଇନଚାର୍ଜ ବିଶ୍ୱନାଥ ଲେଙ୍କାଙ୍କର ଆଜି ମୃତ୍ୟୁ ଘଟିଛି । କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ହୋଇଛି । ତେବେ ବିଶ୍ୱନାଥ ଗତ ୧୫ ଦିନ ହେବ କରୋନାରେ ଆକ୍ରାନ୍ତ ଥିଲେ । ପ୍ରଥମ ଥର ପାଇଁ ସିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କର କୋଭିଡରେ ଦେହାନ୍ତ ଘଟିଛି । The post କରୋନା ଯୋଦ୍ଧାଙ୍କ ପରଲୋକ appeared first on Odisha Bhaskar.