କରୋନାକୁ ହରାଇଲେ ନୀଳଗିରି ବିଧାୟକ

ବାଲେଶ୍ୱର, ୧୫ା୭(ଓଡ଼ିଶା ଭାସ୍କର): କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ପ୍ରାୟ ୧୦ଦିନ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଛନ୍ତି।ଉଲ୍ଲେଖଯୋଗ୍ୟ ଯେ ଗତ ୬ତାରିଖ ଦିନ ସେ କରୋନା ପଜିଟିଭ ଥିବା ସୂଚନା ମିଳିଥିଲା । କରୋନା ଆକ୍ରାନ୍ତ ଥିବା ଜାଣିବା ପରେ ସେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ସୁକାନ୍ତ ନାୟକ ରାଜ୍ୟର ପ୍ରଥମ ବିଧାୟକ । The post କରୋନାକୁ ହରାଇଲେ ନୀଳଗିରି ବିଧାୟକ appeared first on Odisha Bhaskar.