କାଲି ଉପନିର୍ବାଚନ: ଜାଣନ୍ତୁ ଆଜି କ’ଣ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ?

ଭୁବନେଶ୍ୱର,୨ ।୧୧(ଓଡିଶା ଭାସ୍କର): ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ହେବ ଉପନିର୍ବାଚନ । ଉପନିର୍ବାଚନର ପ୍ରସ୍ତୁତି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ । ସେ କହିଛନ୍ତି ଯେ, ‘ ଭୋଟରଙ୍କ ସୁବିଧା ପାଇଁ ବୁଥ୍ ସଂଖ୍ୟା ବଢାଯାଇଛି । ପୋଲିଂ ବୁଥଗୁଡିକୁ ସାନିଟାଇଜ କରାଯାଉଛି । ସାମାଜିକ ଦୂରତା ରଖି ଭୋଟରମାନେ ଭୋଟ୍ ଦେବେ । ଗୋଟିଏ ବୁଥରେ ହଜାରେ ଭୋଟର […] The post କାଲି ଉପନିର୍ବାଚନ: ଜାଣନ୍ତୁ ଆଜି କ’ଣ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ? appeared first on Odisha Bhaskar.

କାଲି ଉପନିର୍ବାଚନ: ଜାଣନ୍ତୁ ଆଜି କ’ଣ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ?
ଭୁବନେଶ୍ୱର,୨ ।୧୧(ଓଡିଶା ଭାସ୍କର): ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ହେବ ଉପନିର୍ବାଚନ । ଉପନିର୍ବାଚନର ପ୍ରସ୍ତୁତି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ । ସେ କହିଛନ୍ତି ଯେ, ‘ ଭୋଟରଙ୍କ ସୁବିଧା ପାଇଁ ବୁଥ୍ ସଂଖ୍ୟା ବଢାଯାଇଛି । ପୋଲିଂ ବୁଥଗୁଡିକୁ ସାନିଟାଇଜ କରାଯାଉଛି । ସାମାଜିକ ଦୂରତା ରଖି ଭୋଟରମାନେ ଭୋଟ୍ ଦେବେ । ଗୋଟିଏ ବୁଥରେ ହଜାରେ ଭୋଟର ମତସାବ୍ୟସ୍ଥ କରିପାରିବେ । ଆଶା କର୍ମୀ ଓ ସ୍ୱେଚ୍ଛାସେବୀମାନେ ସେଠାରେ ଉପସ୍ଥିତ ରହିବେ । ଭୋଟ୍ ପାଇଁ ୧୧ଟି ପରିଚୟପତ୍ର ମଧ୍ୟରୁ ଗୋଟିଏ ନେଲେ ବି ଚଳିବ । ଆଧାର, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଦେଖାଇପାରିବେ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବୃବସ୍ଥା ହୋଇଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ ।’ The post କାଲି ଉପନିର୍ବାଚନ: ଜାଣନ୍ତୁ ଆଜି କ’ଣ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ? appeared first on Odisha Bhaskar.