କାଲିଠାରୁ ଖୋଲିବ ୟୁନିଟ୍‌ ୪ ମାର୍କେଟ

ଭୁବନେଶ୍ୱର, ୩୦ା୭(ବ୍ୟୁରୋ):ୟୁନିଟ୍‌ ୪ ମାର୍କେଟ୍‌ରୁ ଗୁରୁବାର କଣ୍ଟେନ୍‌ମେଣ୍ଟ କଟକଣା ହଟିଛି। ମାର୍କେଟ୍‌ରେ ମାଛଗଦି ସହ କିଛି ବ୍ୟାବସାୟୀଙ୍କଠାରୁ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ଗତ ୧୬ ତାରିଖରେ ମାର୍କେଟକୁ ସିଲ୍‌ କରିଥିଲା। ମାର୍କେଟ୍‌ ସିଲ୍‌ କରିବା ସହ ବ୍ୟବସାୟୀଙ୍କର ନମୂନା ପରୀକ୍ଷଣ କରାଯାଇଥିଲା। ସେହିପରି ବାରମ୍ବାର ମାର୍କେଟ ପରିସର ଓ ଏହାର ଆଖପାଖ ଅଞ୍ଚଳ ବିଶୋଧନା ମଧ୍ୟ କରାଯାଇଥିଲା। ତେବେ ଇତି ମଧ୍ୟରେ ୧୪ ଦିନ ହୋଇଯାଇଥିବାବେଳେ ମାର୍କେଟରେ ସ୍ଥିତି ସୁଧୁରିବାରୁ ବିଏମ୍‌ସି କିଛି […] The post କାଲିଠାରୁ ଖୋଲିବ ୟୁନିଟ୍‌ ୪ ମାର୍କେଟ appeared first on Dharitri Odia News.

କାଲିଠାରୁ ଖୋଲିବ ୟୁନିଟ୍‌ ୪ ମାର୍କେଟ
ଭୁବନେଶ୍ୱର, ୩୦ା୭(ବ୍ୟୁରୋ):ୟୁନିଟ୍‌ ୪ ମାର୍କେଟ୍‌ରୁ ଗୁରୁବାର କଣ୍ଟେନ୍‌ମେଣ୍ଟ କଟକଣା ହଟିଛି। ମାର୍କେଟ୍‌ରେ ମାଛଗଦି ସହ କିଛି ବ୍ୟାବସାୟୀଙ୍କଠାରୁ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ଗତ ୧୬ ତାରିଖରେ ମାର୍କେଟକୁ ସିଲ୍‌ କରିଥିଲା। ମାର୍କେଟ୍‌ ସିଲ୍‌ କରିବା ସହ ବ୍ୟବସାୟୀଙ୍କର ନମୂନା ପରୀକ୍ଷଣ କରାଯାଇଥିଲା। ସେହିପରି ବାରମ୍ବାର ମାର୍କେଟ ପରିସର ଓ ଏହାର ଆଖପାଖ ଅଞ୍ଚଳ ବିଶୋଧନା ମଧ୍ୟ କରାଯାଇଥିଲା। ତେବେ ଇତି ମଧ୍ୟରେ ୧୪ ଦିନ ହୋଇଯାଇଥିବାବେଳେ ମାର୍କେଟରେ ସ୍ଥିତି ସୁଧୁରିବାରୁ ବିଏମ୍‌ସି କିଛି ସର୍ତ୍ତ ସହ ମାର୍କେଟ ଖୋଲିବା ପାଇଁ ଅନୁମତି ଦେଇଛି। The post କାଲିଠାରୁ ଖୋଲିବ ୟୁନିଟ୍‌ ୪ ମାର୍କେଟ appeared first on Dharitri Odia News.