କଳ୍ପତରୁ ଆଶ୍ରମ ଅନ୍ତେବାସୀଙ୍କୁ ବିଜେଡି ତରଫରୁ ରାତ୍ରଭୋଜନ ବ୍ୟବସ୍ଥା

ସମ୍ବଲପୁର: ଆଜି କଳ୍ପତରୁ ଅନାଥ ଆଶ୍ରମ ହୀରାକୁଦ, ସମ୍ବଲପୁର ମହାନଗର ୱାର୍ଡ ନ 11 ରେ ଅନାଥ ଛାତ୍ର ମାନଙ୍କ ପାଇଁ ରାତ୍ର ଭୋଜନ ର ବ୍ୟବସ୍ଥା ବିଜୁ ଜନତା ଦଳ ସମ୍ବଲପୁର ମହାନଗର ତରଫରୁ ବ୍ୟବସ୍ଥା କରାଯାଇଥିଲା l ହରଦିପ ଭୁର୍ଜି (ବବି ସିଂହ) ବିଜେଡି ସମ୍ବଲପୁର ମହାନଗର ନେତା ଓ ନେସନେଲ ଜର୍ଜ ବଡ଼ିବିଲଡିଂ ଙ୍କର ସୌଜନ୍ୟରୁ ଏହି କାର୍ଯକ୍ରମ କରାଯାଇଥିଲା l ପ୍ରଫୁଲ୍ଲ କୁମାର ଦାଶ – ପ୍ରେସିଡେଣ୍ଟ ବିଜେଡି ସମ୍ବଲପୁର ମହାନଗର […] The post କଳ୍ପତରୁ ଆଶ୍ରମ ଅନ୍ତେବାସୀଙ୍କୁ ବିଜେଡି ତରଫରୁ ରାତ୍ରଭୋଜନ ବ୍ୟବସ୍ଥା appeared first on News Room Odisha.

କଳ୍ପତରୁ ଆଶ୍ରମ ଅନ୍ତେବାସୀଙ୍କୁ ବିଜେଡି ତରଫରୁ ରାତ୍ରଭୋଜନ ବ୍ୟବସ୍ଥା
ସମ୍ବଲପୁର: ଆଜି କଳ୍ପତରୁ ଅନାଥ ଆଶ୍ରମ ହୀରାକୁଦ, ସମ୍ବଲପୁର ମହାନଗର ୱାର୍ଡ ନ 11 ରେ ଅନାଥ ଛାତ୍ର ମାନଙ୍କ ପାଇଁ ରାତ୍ର ଭୋଜନ ର ବ୍ୟବସ୍ଥା ବିଜୁ ଜନତା ଦଳ ସମ୍ବଲପୁର ମହାନଗର ତରଫରୁ ବ୍ୟବସ୍ଥା କରାଯାଇଥିଲା l ହରଦିପ ଭୁର୍ଜି (ବବି ସିଂହ) ବିଜେଡି ସମ୍ବଲପୁର ମହାନଗର ନେତା ଓ ନେସନେଲ ଜର୍ଜ ବଡ଼ିବିଲଡିଂ ଙ୍କର ସୌଜନ୍ୟରୁ ଏହି କାର୍ଯକ୍ରମ କରାଯାଇଥିଲା l ପ୍ରଫୁଲ୍ଲ କୁମାର ଦାଶ – ପ୍ରେସିଡେଣ୍ଟ ବିଜେଡି ସମ୍ବଲପୁର ମହାନଗର ଏଥିରେ ସଂଯୋଜନା କରିଥିଲେ l ଏଥିରେ ସହଯୋଗ କରିଥିଲେ – ଜୟକୃଷ୍ଣ ବେହେରା, ଆରକ୍ଷିତ ବେହେରା, ସୁଧୀର ଯଶ୍ୱାଳ, ସବିନୟ ପୂଜାରୀ l ଏଥିରେ କଳ୍ପତରୁ ଅନାଥ ଆଶ୍ରମ ର କର୍ମକର୍ତା ମଧ୍ୟ ସହଯୋଗ କରିଥିଲେ l The post କଳ୍ପତରୁ ଆଶ୍ରମ ଅନ୍ତେବାସୀଙ୍କୁ ବିଜେଡି ତରଫରୁ ରାତ୍ରଭୋଜନ ବ୍ୟବସ୍ଥା appeared first on News Room Odisha.