ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ Dreams rider ଖଇରା

ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ Dreams rider ଖଇରା ସଙ୍କଟ ସମୟରେ ଲୋକ ଙ୍କ ନିକଟରେ ଛିଡା ହୋଇଛନ୍ତି ରାଜ୍ୟ ସରକାର ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଘରେ ଘରେ ସ୍ଵାସ୍ଥ୍ୟ ଗତ ସମସ୍ୟା ସମୟରେ ମେଡିକାଲ ଗୁଡ଼ିକ ରେ ସହାୟତା ର ହାତ ବଢ଼ାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ସରକାର ଙ୍କ ଏଇ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଘଟଣା ପ୍ରକାଶ ଯେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ର ମୋଟ 5 ଲକ୍ଷ୍ୟ 25 ହଜାର 181 ଟି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରାଯିବା ବେଳେ ଜିଲ୍ଲା ର ମୋଟ 19 ଲକ୍ଷ୍ୟ 31 ହଜାର 977 ହିତାଧିକାରୀ ଅଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଖଇରା ବ୍ଲକ ଅନ୍ତର୍ଗତ ଡାଲଙ୍ଗ ପଞ୍ଚାୟତ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କରିବା ସମୟରେ କିପରି ବଡ଼ ବଡ଼ ରୋଗ ର ବଞ୍ଚିବା ଲାଗି ଏଇ ସ୍ବାସ୍ଥ୍ୟ ବୀମା କାର୍ଡ ଟି ପାଇଁ ସହାୟତା ପ୍ରଦାନ କରିବ ଏଇ ଏଇ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ ବାଲେଶ୍ଵର ଜିଲ୍ଲା ଠାରୁ ଆରମ୍ଭ କରି ଭୁବନେଶ୍ୱର ଏବଂ କଟକ ବଡ଼ ବଡ଼ ମେଡ଼ିକାଲ ଗୁଡିକରେ ଏହାର ବ୍ୟବହାର ଲୋକ ମାନେ କିପରି କରିବେ ଏଇ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଶ୍ରୀମତୀ ଜୟନ୍ତୀ ମହଲା ଖଇରା ତହସିଲଦାର,ଖଇରା ବ୍ଲକ ବି ଡି ଓ ଶ୍ରୀଯୁକ୍ତ ପର୍ଶୁରାମ ପଣ୍ଡା, ଏବଂ ଡାଲଙ୍ଗ ସରପଞ୍ଚ ଶ୍ରୀମତୀ କ୍ଷୀର ମଣି ସେଠୀ,ଡାଲଙ୍ଗ ସମିତି ସଭ୍ୟ ଶ୍ରୀଯୁକ୍ତ ମନୋଜ କୁମାର ଦାସ ଏବଂ ସ୍ୱୟଂ ସ୍ବୟାଅକ ମହିଳା, ଆଶାକର୍ମୀ ଏଇ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ ପ୍ରକିୟା ରେ ମନ୍ତ୍ରୀ ଙ୍କୁ ସହାୟତା ର ହାତ ବଢ଼ାଇ ଥିବା ଦେଖିବାକୁ ମିଳିଥିଲା ଖଇରା ରୁ ନିହାର ରଞ୍ଜନ ପାଢ଼ୀ ରିପୋର୍ଟ ର Dreams rider

ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ Dreams rider ଖଇରା