ଜଣେ ସାମ୍ବାଦିକଙ୍କ ବିନମ୍ର ଅନୁରୋଧ

ମୁଁ ଶ୍ରୀ ଦୀପକ କୁମାର ହଂସ , ପ୍ରଗତିବାଦୀ ,ପ୍ରିଣ୍ଟ ମିଡିଆ ଓ ନିସର୍ତ୍ତ ଓ ଡ୍ରୀମ୍ସ ରାଇଡର ୱେବ ମିଡିଆ ର ସାମ୍ବାଦିକ ଏହି ଯେଉଁ ମୋ ନାମରେ କେସ ଅଛି ସେ ହେଉଛି ଯେପରି ସତ୍ୟ ଘଟଣ। ପ୍ରକାଶ କରିବାରୁ ମୁଁ ଓ ମୋ ପରିବାର ଲହୁ ଲହୁଣ ମାଡ ସାରା ପରିବାର ଲୋକ ଖାଇଲୁ , ସେପରି ସତ୍ୟ ଘଟଣl। ପ୍ରକାଶ କରିବାରୁ ପୋଲିସ କେଶ ଖାଇବାକୁ ପଡିଲା ।ଡାକ୍ତର ବନ୍ଦନା ପଣ୍ଡା ଯେଉଁ ଦିନ ବା ତାରିଖ ଉଲେଖ କରି ମୋ ନାମ ରେ FIR ଦେଇଛନ୍ତି ।ତାହାର ସତ୍ୟା ସତ୍ୟ ନିମ୍ନ ରେ ଉଲେଖ କରୁଛି ............................. ନିବେଦନ କାରଣ ଏହିକି ଆମେ ଏହି ଅଞ୍ଚଳବାସୀ ଲେଖି ଜଣାଉଛୂ ଯେ ଆମେ ଯେତେଦୁରୁ ଜାଣିଛୁ ଦୀପକ କୁମାର ହଂସ ବିରୁଦ୍ଧରେ ଯେଉଁ ମକଦମା ରୁଜୁ ହୋଇଛି ତାହା ସମୁର୍ଣ ମିଥ୍ୟା | ପ୍ରଥମେ ତଦନ୍ତ କରାଯାଉ | ଘଟଣାଟି ଘଟିଛି RTI କେନ୍ଦ୍ର କରି |ଗତ ତା 10.0.2021 ଋଖ ଦିନ ଦୀପକ କୁମାର ହଂସ ପସରା ମେଡିକକୁ ଏକ RTI ମାଗିଥିଲେ | କିନ୍ତୁ ପସରା ମେଡିକାଲ ଅଫିସର RTI ତଥ୍ୟ କଣ ଦେବ କିଛି କ୍ଷମତା ଶାଳି ଲୋକ ଙ୍କୁ ଧରି ଓହରି ଯିବାପାଇଁ ଧମକ ପୂର୍ଣ ଚେତାବନୀ ଦେଇଥିଲେ | ଏହାକୁ ନେଇ ଦୀପକ କୁମାର ହଂସ ଚକାପାଦ ଥାନା ଏତଲା ଦେଇଥିଲେ କିନ୍ତୁ ଚକାପାଦ ଥାନାଅଧିକାରୀ ଙ୍କ ଉପସ୍ଥିତ ରେ ଅପୋଷ ବୁଝାମଣା ହୋଇଥିଲା |ଡାକ୍ତରଙ୍କ ଅକ୍ରୋଶ ରଶିକାର ର ପ୍ରଥମତାଲିକାରେ ନାମ ଥିଲା ଦୀପକ କୁମାର ହଂସ ଙ୍କ ନାମ | ଗତ24.03.2021 ଋଖ ଦିନ ଏକ କେସ ନେଇ IIC,ଓ ପୋଳିସ ବିଷୁ ଶେଠୀ, ପ୍ରକାଶ ପୃଷ୍ଟି, ଶୀବ ଶଙ୍କର ପ୍ରଧାନ,ଦୀପକ ହଂସ ମିଶି ବ୍ରାହ୍ମଣପାଦ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇଥିଲେ | କିନ୍ତୁ ସେତେବେଳେ ମେଡିକାଲ କୌଣସି ଡାକ୍ତର ନଥିରୁ IIC ନିର୍ଦେଶ କ୍ରମେ ଦୀପକ କୁମାର ହଂସ ଫୋଟୋ ଉଠାଇଥିଲା |ଏହାକୁ ନେଇ ଡାକ୍ତର ବନ୍ଦନl ପଣ୍ଡା ଯେଉଁ ଥାନା ରେ ମାମଲା ରୁଜୁ କରିଛନ୍ତି ତଥା ଭୀତି ହିହ୍ନ | ଯଦି ତଦନ୍ତ ହେବ ତାହାଲେ ଉଛ ସ୍ତରୀୟ ତଦନ୍ତ ପାଇଁ ଆବେଦନ | 1,ଡାକ୍ତର ନିସାନ ନାୟକ ଓ ଭବାନୀ ଶଙ୍କର ଦାଶ କେଉଁ କାରଣ ରୁ ଫର୍ମାସିଷ୍ଟି ପ୍ରକାଶ ବେହେରା ଙ୍କୁ ହାତ ଉଠାଇ ବଡେଇଲେ | 2॰ସିସି ଟିଭି କୁ କେନ୍ଦ୍ର କରି ତଦନ୍ତ କରାଯାଉସମସ୍ତ ଡାକ୍ତର କେଉଁ ସମୟ କିଏ କେତେ ସମୟ ଡିଉତି କରୁଛନ୍ତି | 3॰ ଡାକ୍ତର ଭବାନୀ ଶଙ୍କର ଦାସ (ନାରିଙ୍ଗିଝୋଲା) ଓ ଡାକ୍ତର॰ଲିପିକ ପ୍ରଧାନ ମଧ୍ୟାନ ପରେ ଡିଉତି କରନ୍ତି କି ନାହି | 4॰ ଦୀପକ କୁମାର ହଂସଙ୍କ RTI ତଥ୍ୟ ଓ ସେନିଜେ ଯେଉଁ ଚକାପାଦ ଥାନାରେ ମାମଲା ରୁଜୁ କରିଥିଲେ |ମୋ ସ୍ତ୍ରୀ କୁ ଦାରିଙ୍ଗବାଡି ମେଡିକାଲ ଷ୍ଟାଫ ମାନସିକ ନିର୍ଯାତନା ଦେବାରୁ ମାନବ ଅଧିକାର କମିଶନ ହସ୍ତ କ୍ଷେପ କରି ନିଜ ଗାଁ ଙ୍କୁ ଟ୍ରାନ୍ସଫର କରିଆଣିଲେ ଓ ମୋତେ କିଛି କର ବୋଲି ଆଦେଶ ଦେଲେ |ମୁଁ କିଛି କରିପାରେନି କାହିଁକି ମୋ ସ୍ତ୍ରୀ ଏକ ମାନ ସିକ ରୋଗୀ ପୁଣି 8 ପୁତ୍ର ସନ୍ତାନ ଟି, ଏଣେ ଦିବ୍ୟାଙ୍ଗ | କିନ୍ତୁ ଜର୍ଜ ଙ୍କ ଆଦେଶ ମାନି ନିଜ ଗାଁ କୁ 11.02.2020 ଠାରୁ ଆସି ବହୁ ଖୁସିରେ ଓ ମୁଁ ମଧ୍ୟ୍ୟ କିଛି କରୁଛି |1. ସାମ୍ବାଦିକ ଓ ପେପର ବଣ୍ଟନ ଓ ଅନ ଲାଇନ ଦୋକାନ କରିଛି |ସେ କୌଣସି ଆଶୀଳ ଭିଡିଓ ମଧ୍ୟ୍ୟ ଲୋଡ଼ କରିନି ସେ ଏହା ନୁହଁ ଯେ ନିଜ ମନଇଚ୍ଛା କରିଥିବ |1. IIC ଧୀରଜ ଲେଙ୍କା ଓ news ଏଡିଟର ଙ୍କ ଆଦେଶ ରେ କର୍ମ କରିଛି, ପୁଣି ମାନବ ଅଧିକାର କମିଶନ ଙ୍କ ସାମ୍ବାଦିକ ବନ୍ଦିତା ଙ୍କ ନିର୍ଦେଶ ବି ଥିଲା ତାଙ୍କ ଜୀବନ ଯାହା ଘଟୁଛି ସୋସିଆଲ ମିଡ଼ିଆ ରେ ଉପଲୋଡ କରିବାକୁ ଏସବୁ ତଥ୍ୟ କୁ ଆଧାର କରି ଦୀପକ କୁମାର ହଂସ କୁ ଉଚିତ ନ୍ୟାୟ ମିଳିବାକୁ ଅନୁରୋଧ ଓ ଯାହାଦ୍ୱାରା ଅଞ୍ଚଳବାସୀ ଅପଙ୍କ ପାଖରେ ବିନମ୍ର ନିବେଦନ | (ଇତି) ଅପଙ୍କ ବିଶ୍ଵସ୍ତ ଦୀପକ କୁମାର ହଂସ

ଜଣେ ସାମ୍ବାଦିକଙ୍କ ବିନମ୍ର ଅନୁରୋଧ
ଜଣେ ସାମ୍ବାଦିକଙ୍କ ବିନମ୍ର ଅନୁରୋଧ