ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚାରି ମଦ ଵେବସାୟୀ ଗିରଫ,6500ଲିଟର ପୋଚ ନଷ୍ଟ,300ଲିଟର ମଦ ଜବତ,

ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚାରି ମଦ ଵେବସାୟୀ ଗିରଫ,6500ଲିଟର ପୋଚ ନଷ୍ଟ,300ଲିଟର ମଦ ଜବତ, ଢେଙ୍କାନାଳ ଜିଲ୍ଲା ଅବକାରୀବିଭାଗ ଦ୍ୱାରା ଚାରି ମଦ ଵେବସାୟୀ ଗିରଫ କରାଯାଇଛି, ଜିଲ୍ଲାପାଳ ସରୋଜକୁମାର ସେଠି ଓ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପ୍ରାଣିଗ୍ରାହୀ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବିଭିର୍ନ ସ୍ଥାନରେ ଚଢ଼ାଉ କରାଯାଇ ପ୍ରତେକ ଦିନ ବ୍ୟାପକ ପରିମାଣ ର ମଦ ଜବତ କରାଯିବା ସହିତ ଵେବସାୟୀ ମାନଙ୍କୁ ଗିରଫ କରାଯାଇଛି,ସେହି ଭଳି ଭାବେ ଗତ ଚଢ଼ାଉରେ ଚାରିଜଣ ମଦ ଵେବସାୟୀ ଙ୍କୁ ଗିରଫ କରାଯାଇଛି, ସେମାନେ ହେଲେ ହରିଡ଼ା ପଶି ଗ୍ରାମର ରୁପା ଚମ୍ପିୟା ବଡମୁକ୍ତାପସୀ ଗ୍ରାମର ବିଜୟ ପାତ୍ର, କୋରଡ଼ାପଲ ଗ୍ରାମର ରାଧା ଗୟା, କହ୍ନେଇ ପାଳ ଗ୍ରାମର ରିତା ପାତ୍ର ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି, ସେହିଭଳି ତିନୋଟି ବେନାମୀ ମାମଲା ରୁଜୁ କରାଯାଇଛି, ସେମାନେ ହେଲେ ହରିଡ଼ା ପଶି ଗ୍ରାମର ବିଜୟ ପାତ୍ର କୋରଡ଼ା ପାଳ ଗ୍ରାମର ରାଧା ଗୟା କହ୍ନେଇ ପାଳ ଗ୍ରାମର ରୀତାପlତ୍ର ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି,ସେହିଭଳି ତିନୋଟି ବେନାମୀ ମାମଲା ରୁଜୁ କରାଯାଇଛି 6500ଲିଟର ପୋଚ ନଷ୍ଟ କରିବା ସହିତ ତିନିଶ ଲିଟର ଦେସୀମଦ ଜବତ କରାଯାଇଛି, ମଦଵେବସାୟୀ ମାନେ କୋଣଶୀ ସୂତ୍ର ରୁ ଖବର ପାଇ ଫେରାର ହୋଇଯାଇଥିଲେ, ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ,

ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚାରି ମଦ ଵେବସାୟୀ ଗିରଫ,6500ଲିଟର ପୋଚ ନଷ୍ଟ,300ଲିଟର ମଦ ଜବତ,
ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚାରି ମଦ ଵେବସାୟୀ ଗିରଫ,6500ଲିଟର ପୋଚ ନଷ୍ଟ,300ଲିଟର ମଦ ଜବତ,