ଜଳେଶ୍ୱର ଥାନା ଆଇଆଇସିଙ୍କୁ ନିଲମ୍ବିତ କଲେ ଡିଜି

ବାଲେଶ୍ୱର,୧୫ ।୮(ଓଡିଶା ଭାସ୍କର): ବାଲେଶ୍ୱରରେ ପୋଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ଆଜି ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଛି । ଧନେଶ୍ୱରଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି ଅଭୟ ଅଭୟ । ଏନେଇ ଖୋଦ୍ ଡିଜିପି ଟ୍ବିଟ୍ କରି ନିଲମ୍ବନ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ କାଲି ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଆଇଜି ଦୀପ୍ତେଶ ପଟ୍ଟନାୟକ । The post ଜଳେଶ୍ୱର ଥାନା ଆଇଆଇସିଙ୍କୁ ନିଲମ୍ବିତ କଲେ ଡିଜି appeared first on Odisha Bhaskar.