ଟ୍ରେନ୍‌ ଧକ୍କାରେ ଦନ୍ତା ଗୁରୁତର

କେନ୍ଦୁଝର,୮।୫: କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଶଗଡ଼ପଟା ଗ୍ରାମ ନିକଟରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଏକ ଦନ୍ତା ହାତୀ ଗୁରୁତର ଆହତ ହୋଇଛି। ହାତୀର ଆଗ ଗୋଡ଼ରେ ମାଡ଼ ହୋଇଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀର ବୟସ ପ୍ରାୟ ୩୦ ବର୍ଷ ହେବ ବୋଲି ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ଡିଏଫ୍‌ଓ ଅଜିତ ଶତପଥୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଏହି ଗୋଟିକିଆ ଦନ୍ତା କିଛିଦିନ ହେଲା ଅଞ୍ଚଳରେ ବୁଲାବୁଲି କରୁଥିଲା। The post ଟ୍ରେନ୍‌ ଧକ୍କାରେ ଦନ୍ତା ଗୁରୁତର appeared first on Dharitri Odia News.