ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ: ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ

ଆଡିଲେଡ୍: ଆଡିଲେଡ୍ ଓଭାଲଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ତୃତୀୟ ଦିନରେ ଦ୍ୱିତୀୟ ଇନିଂସରେ ଭାରତ ଦୟନୀୟ ପ୍ରଦର୍ଶନ କରିଛି। ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ। କୌଣସି ବି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ରନ୍ ଛୁଇଁପାରିନାହାନ୍ତି। ଅଷ୍ଟ୍ରେଲିଆ ଆଗରେ ଭାରତ ବିଜୟ ପାଇଁ ୯୦ ରନର ଲକ୍ଷ୍ୟ ରଖିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ । ଏହା ଇଣ୍ଡିଆର ସବୁଠାରୁ କମ୍ ଦ୍ୱିତୀୟ ଇନିଂସ ରନ୍ […] The post ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ: ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ first appeared on Sambad.

ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ: ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ
ଆଡିଲେଡ୍: ଆଡିଲେଡ୍ ଓଭାଲଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ତୃତୀୟ ଦିନରେ ଦ୍ୱିତୀୟ ଇନିଂସରେ ଭାରତ ଦୟନୀୟ ପ୍ରଦର୍ଶନ କରିଛି। ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ। କୌଣସି ବି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ରନ୍ ଛୁଇଁପାରିନାହାନ୍ତି। ଅଷ୍ଟ୍ରେଲିଆ ଆଗରେ ଭାରତ ବିଜୟ ପାଇଁ ୯୦ ରନର ଲକ୍ଷ୍ୟ ରଖିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ । ଏହା ଇଣ୍ଡିଆର ସବୁଠାରୁ କମ୍ ଦ୍ୱିତୀୟ ଇନିଂସ ରନ୍ । ଭାରତ ପ୍ରଥମ ଇନିଂସରେ ୨୪୪ ୱିକେଟ କରି ଅଲଆଉଟ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୧୫୧ ରନ କରି ପଛୁଆ ରହିଥିଲା। ଆଜି ତୃତୀୟ ଦିନରେ ନିର୍ଣ୍ଣାୟକ ଫଳାଫଳ ଆସିବାକୁ ଥିବାବେଳେ ଭାରତ ଅଷ୍ଟ୍ରେଲିଆର ବୋଲିଂ ସମ୍ମୁଖୀନ ହୋଇନପାରି ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଛି ।The post ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ: ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ first appeared on Sambad.